Door43-Catalog_or_tn/JAS/01/12.md

2.3 KiB

ବ୍ୟକ୍ତିଟି ଧନ୍ୟ ଅଟେ

“ଲୋକଟି ଆନନ୍ଦିତ”

ପରୀକ୍ଷା ସହ୍ୟ କରେ

“ ଯେତେବେଳେ ପରୀକ୍ଷାଗୁଡିକ ଆସେ ସ୍ଥିର ରହେ”

ପରୀକ୍ଷିତ ହେଲେ

“ପରୀକ୍ଷାଗୁଡିକ ମଧ୍ୟଦେଇ ସୁସ୍ଥିର ରହେ ”

ସେ ଗ୍ରହଣ କରେ

“ଈଶ୍ୱର ତାଙ୍କୁ ଦେବେ ”

ଜୀବନରୂପ ମୁକୁଟ ଗ୍ରହଣ କରେ

“ଜୀବନରୂପ ମୁକୁଟ” ଏକ ବର୍ଣ୍ଣନାତୀତ ଭାବ ଯାହା ଈଶ୍ୱର ଜଣେ ବ୍ୟକ୍ତିଙ୍କୁ ଅନନ୍ତ ଜୀବନ ପୁରସ୍କାରରୂପେ ଦିଅନ୍ତି | ଏହିରୂପେ ଅନୁବାଦ ହୋଇପାରେ “ଅନନ୍ତ ଜୀବନର ପୁରସ୍କାର ଗ୍ରହଣ କର ”|

ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି

“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯେତେବେଳେ ସେ ପରୀକ୍ଷିତ ହୁଅନ୍ତି

“ଯେତେବେଳେ ସେ କିଛି ମନ୍ଦ କରିବାକୁ ଇଚ୍ଛା କରିଅଛନ୍ତି ”

ଏହି ପରୀକ୍ଷା ଈଶ୍ୱରଙ୍କଠାରୁ ଅଟେ

“ଈଶ୍ୱର ମୋତେ କିଛି ମନ୍ଦ କରିବାକୁ ଇଚ୍ଛା କରିଅଛନ୍ତି ”

ଈଶ୍ୱର ମନ୍ଦରେ ପରୀକ୍ଷା କରନ୍ତି ନାହିଁ

“ଈଶ୍ୱର ମନ୍ଦ କରିବାକୁ ଇଚ୍ଛା କରନ୍ତି ନାହିଁ”

ଈଶ୍ୱର … କାହାକୁ ପରୀକ୍ଷା କରନ୍ତି ନାହିଁ

“ଈଶ୍ୱର ଜଣେ ବ୍ୟକ୍ତିଙ୍କୁ କିଛି ମନ୍ଦ କରିବାକୁ ଇଚ୍ଛା କରନ୍ତି ନାହିଁ ”