# ବ୍ୟକ୍ତିଟି ଧନ୍ୟ ଅଟେ “ଲୋକଟି ଆନନ୍ଦିତ” # ପରୀକ୍ଷା ସହ୍ୟ କରେ “ ଯେତେବେଳେ ପରୀକ୍ଷାଗୁଡିକ ଆସେ ସ୍ଥିର ରହେ” # ପରୀକ୍ଷିତ ହେଲେ “ପରୀକ୍ଷାଗୁଡିକ ମଧ୍ୟଦେଇ ସୁସ୍ଥିର ରହେ ” # ସେ ଗ୍ରହଣ କରେ “ଈଶ୍ୱର ତାଙ୍କୁ ଦେବେ ” # ଜୀବନରୂପ ମୁକୁଟ ଗ୍ରହଣ କରେ “ଜୀବନରୂପ ମୁକୁଟ” ଏକ ବର୍ଣ୍ଣନାତୀତ ଭାବ ଯାହା ଈଶ୍ୱର ଜଣେ ବ୍ୟକ୍ତିଙ୍କୁ ଅନନ୍ତ ଜୀବନ ପୁରସ୍କାରରୂପେ ଦିଅନ୍ତି | ଏହିରୂପେ ଅନୁବାଦ ହୋଇପାରେ “ଅନନ୍ତ ଜୀବନର ପୁରସ୍କାର ଗ୍ରହଣ କର ”| # ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି “ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ) # ଯେତେବେଳେ ସେ ପରୀକ୍ଷିତ ହୁଅନ୍ତି “ଯେତେବେଳେ ସେ କିଛି ମନ୍ଦ କରିବାକୁ ଇଚ୍ଛା କରିଅଛନ୍ତି ” # ଏହି ପରୀକ୍ଷା ଈଶ୍ୱରଙ୍କଠାରୁ ଅଟେ “ଈଶ୍ୱର ମୋତେ କିଛି ମନ୍ଦ କରିବାକୁ ଇଚ୍ଛା କରିଅଛନ୍ତି ” # ଈଶ୍ୱର ମନ୍ଦରେ ପରୀକ୍ଷା କରନ୍ତି ନାହିଁ “ଈଶ୍ୱର ମନ୍ଦ କରିବାକୁ ଇଚ୍ଛା କରନ୍ତି ନାହିଁ” # ଈଶ୍ୱର … କାହାକୁ ପରୀକ୍ଷା କରନ୍ତି ନାହିଁ “ଈଶ୍ୱର ଜଣେ ବ୍ୟକ୍ତିଙ୍କୁ କିଛି ମନ୍ଦ କରିବାକୁ ଇଚ୍ଛା କରନ୍ତି ନାହିଁ ”