Door43-Catalog_or_tn/JAS/01/06.md

1.9 KiB

ସନ୍ଦେହ ନ କରି ବିଶ୍ୱାସ ସହ

“ସନ୍ଦେହ ନ କରି” ନକରାତ୍ମକ ଗଦ୍ୟାଂଶ ଅଟେ ଯାହା ସକାରାତ୍ମକ ଭାବେ ପ୍ରୟୋଗ କରିପାର “ସମ୍ପୂର୍ଣ୍ଣ ସିଦ୍ଧ ସହ ଯେ ଈଶ୍ୱର ଉତ୍ତର ଦେବେ ” | (ଦେଖ:ମୂଳଭାଷା)

କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ ବାୟୁ ଓ ଇତସ୍ତତଃ ଚାଳିତ ହୋଇଥାଏ

ଏହା ଗୋଟିଏ ସନ୍ଦେହୀ ବ୍ୟକ୍ତିର ମନ ଯେପରି ଜଳରେ ଘୁଞ୍ଚେ ଓ ଦିଗ ବଦଳାଏ |ଅନ୍ୟ ଭାଷାନ୍ତରରେ : “ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ ସର୍ବଦା ଆଗପଛ ଘୁଞ୍ଚେ ” ଅଥବା “ସର୍ବଦା ସେ ଯାହା ବିଶ୍ୱାସ କରେ ବଦଳୁଥାଏ ” | (ଦେଖ: ଏକଭାବ)

ତାଙ୍କ ଅନୁରୋଧ

“କଣ ସେ ମାଗିଲେ ”

ପ୍ରଭୁରେ

“ପ୍ରଭୁଙ୍କଠାରୁ”

ଜଣେ ଦ୍ୱିମନା ବ୍ୟକ୍ତି

ଶବ୍ଦଟି “ଦ୍ୱିମନା” ଜଣେ ବ୍ୟକ୍ତି କୌଣସି ନିଷ୍ପତ୍ତି ନେବାରେ ଅସମର୍ଥକୁ ବୁଝାଏ | ଏହିରୂପେ ଅନୁବାଦ ହୋଇପାରେ “ସେ ଯୀଶୁଙ୍କର ଅନୁଗମନ କରିବି ବା ନ କରିବି ଚିନ୍ତା କରିପାରେ ନାହିଁ ” | (ଦେଖ: ଲାକ୍ଷଣିକ ଶବ୍ଦ)

ତାର ସମସ୍ତ ଗତିପଥରେ ଅସ୍ଥିରତା

“ସେ କୌଣସି ବିଷୟରେ ନିଶ୍ଚିତତା ନାହିଁ ” |