Door43-Catalog_or_tn/JAS/01/06.md

17 lines
1.9 KiB
Markdown
Raw Normal View History

2018-01-11 01:51:28 +00:00
# ସନ୍ଦେହ ନ କରି ବିଶ୍ୱାସ ସହ
“ସନ୍ଦେହ ନ କରି” ନକରାତ୍ମକ ଗଦ୍ୟାଂଶ ଅଟେ ଯାହା ସକାରାତ୍ମକ ଭାବେ ପ୍ରୟୋଗ କରିପାର “ସମ୍ପୂର୍ଣ୍ଣ ସିଦ୍ଧ ସହ ଯେ ଈଶ୍ୱର ଉତ୍ତର ଦେବେ ” | (ଦେଖ:ମୂଳଭାଷା)
# କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ ବାୟୁ ଓ ଇତସ୍ତତଃ ଚାଳିତ ହୋଇଥାଏ
ଏହା ଗୋଟିଏ ସନ୍ଦେହୀ ବ୍ୟକ୍ତିର ମନ ଯେପରି ଜଳରେ ଘୁଞ୍ଚେ ଓ ଦିଗ ବଦଳାଏ |ଅନ୍ୟ ଭାଷାନ୍ତରରେ : “ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ ସର୍ବଦା ଆଗପଛ ଘୁଞ୍ଚେ ” ଅଥବା “ସର୍ବଦା ସେ ଯାହା ବିଶ୍ୱାସ କରେ ବଦଳୁଥାଏ ” | (ଦେଖ: ଏକଭାବ)
# ତାଙ୍କ ଅନୁରୋଧ
“କଣ ସେ ମାଗିଲେ ”
# ପ୍ରଭୁରେ
“ପ୍ରଭୁଙ୍କଠାରୁ”
# ଜଣେ ଦ୍ୱିମନା ବ୍ୟକ୍ତି
ଶବ୍ଦଟି “ଦ୍ୱିମନା” ଜଣେ ବ୍ୟକ୍ତି କୌଣସି ନିଷ୍ପତ୍ତି ନେବାରେ ଅସମର୍ଥକୁ ବୁଝାଏ | ଏହିରୂପେ ଅନୁବାଦ ହୋଇପାରେ “ସେ ଯୀଶୁଙ୍କର ଅନୁଗମନ କରିବି ବା ନ କରିବି ଚିନ୍ତା କରିପାରେ ନାହିଁ ” | (ଦେଖ: ଲାକ୍ଷଣିକ ଶବ୍ଦ)
# ତାର ସମସ୍ତ ଗତିପଥରେ ଅସ୍ଥିରତା
“ସେ କୌଣସି ବିଷୟରେ ନିଶ୍ଚିତତା ନାହିଁ ” |