# ସନ୍ଦେହ ନ କରି ବିଶ୍ୱାସ ସହ “ସନ୍ଦେହ ନ କରି” ନକରାତ୍ମକ ଗଦ୍ୟାଂଶ ଅଟେ ଯାହା ସକାରାତ୍ମକ ଭାବେ ପ୍ରୟୋଗ କରିପାର “ସମ୍ପୂର୍ଣ୍ଣ ସିଦ୍ଧ ସହ ଯେ ଈଶ୍ୱର ଉତ୍ତର ଦେବେ ” | (ଦେଖ:ମୂଳଭାଷା) # କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ ବାୟୁ ଓ ଇତସ୍ତତଃ ଚାଳିତ ହୋଇଥାଏ ଏହା ଗୋଟିଏ ସନ୍ଦେହୀ ବ୍ୟକ୍ତିର ମନ ଯେପରି ଜଳରେ ଘୁଞ୍ଚେ ଓ ଦିଗ ବଦଳାଏ |ଅନ୍ୟ ଭାଷାନ୍ତରରେ : “ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ ସର୍ବଦା ଆଗପଛ ଘୁଞ୍ଚେ ” ଅଥବା “ସର୍ବଦା ସେ ଯାହା ବିଶ୍ୱାସ କରେ ବଦଳୁଥାଏ ” | (ଦେଖ: ଏକଭାବ) # ତାଙ୍କ ଅନୁରୋଧ “କଣ ସେ ମାଗିଲେ ” # ପ୍ରଭୁରେ “ପ୍ରଭୁଙ୍କଠାରୁ” # ଜଣେ ଦ୍ୱିମନା ବ୍ୟକ୍ତି ଶବ୍ଦଟି “ଦ୍ୱିମନା” ଜଣେ ବ୍ୟକ୍ତି କୌଣସି ନିଷ୍ପତ୍ତି ନେବାରେ ଅସମର୍ଥକୁ ବୁଝାଏ | ଏହିରୂପେ ଅନୁବାଦ ହୋଇପାରେ “ସେ ଯୀଶୁଙ୍କର ଅନୁଗମନ କରିବି ବା ନ କରିବି ଚିନ୍ତା କରିପାରେ ନାହିଁ ” | (ଦେଖ: ଲାକ୍ଷଣିକ ଶବ୍ଦ) # ତାର ସମସ୍ତ ଗତିପଥରେ ଅସ୍ଥିରତା “ସେ କୌଣସି ବିଷୟରେ ନିଶ୍ଚିତତା ନାହିଁ ” |