Door43-Catalog_or_tn/JAS/01/04.md

2.0 KiB

ଦୀର୍ଘସହିଷ୍ଣୁତା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରୁ

କଠିନ ପରିସ୍ଥିତିରେ ଦୃଢରୂପେ ସ୍ଥିର ରହି ଆଗେଇବା | ଏହି ପ୍ରକାରେ ଅନୁବାଦ କରିପାରିବା ଯେପରି “ତୁମର କ୍ଲେଶଗୁଡିକରେ ଦୃଢତା ସହ ସ୍ଥିର ରୁହ ” |

ଆଉ ତୁମେ ହୋଇପାର

“ଯେପରି ଈଶ୍ୱର ତୁମର ବିଶ୍ୱାସ ତିଆରି କରିପାରିବେ ”

ତୁମେ ଯେ

ଶବ୍ଦଟି “ତୁମେ” ଯିହୂଦୀ ବିଶ୍ୱାସୀମାନଙ୍କୁ ବୁଝାଏ |(ଦେଖ: ତୁମର ବ୍ୟବହାର )

ସମ୍ପୂର୍ଣ୍ଣ ପରିପକ୍ୱତା

“ସମ୍ପୂର୍ଣ୍ଣ ସିଦ୍ଧ”

ଊଣା ନ ପଡିବା

ଏହା ନକାରତ୍ମକ ବାକ୍ୟାଂଶଟି ଅଟେ ଯେ ସକରାତ୍ମକ ଭାବେ ପ୍ରକାଶ ହୋଇ ପାରେ , “କିଛି ଅଛି ” (ଦେଖ: ମୂଳଭାଷା)

ମାଗନ୍ତୁ ଈଶ୍ୱର ଜଣଙ୍କଠାରୁ ଯିଏ ଦିଅନ୍ତି

“ଈଶ୍ୱରଙ୍କ ଛାମୁରୁ ଏହା ମାଗ | ସେ ଅଟନ୍ତି ଯିଏ ଜଣେ ଜ୍ଞାନ ଦିଅନ୍ତି ” |

ହୃଷ୍ଟଚିତ୍ତ ଏବଂ ବିନା ଗାଳି ଦେଇ

“ବିନା ଗାଳି” ଏହା ନକାରତ୍ମକ ବାକ୍ୟାଂଶଟି ଅଟେ ଯେ ସକରାତ୍ମକ ଭାବେ ପ୍ରକାଶ ହୋଇ ପାରେ, “ହୃଷ୍ଟଚିତ୍ତ ଓ ଆନନ୍ଦରେ ”| (ଦେଖ: ମୂଳଭାଷା)

ଈଶ୍ୱର ଏହା ମଞ୍ଜୁର କରିବେ

“ଈଶ୍ୱର ଏହା କରିବେ” ବା “ଈଶ୍ୱର ତୁମର ପ୍ରାର୍ଥନାର ଉତ୍ତର ଦେବେ ”