Door43-Catalog_or_tn/JAS/01/04.md

24 lines
2.0 KiB
Markdown
Raw Normal View History

2018-01-11 01:51:28 +00:00
# ଦୀର୍ଘସହିଷ୍ଣୁତା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରୁ
କଠିନ ପରିସ୍ଥିତିରେ ଦୃଢରୂପେ ସ୍ଥିର ରହି ଆଗେଇବା |
ଏହି ପ୍ରକାରେ ଅନୁବାଦ କରିପାରିବା ଯେପରି “ତୁମର କ୍ଲେଶଗୁଡିକରେ ଦୃଢତା ସହ ସ୍ଥିର ରୁହ ” |
# ଆଉ ତୁମେ ହୋଇପାର
“ଯେପରି ଈଶ୍ୱର ତୁମର ବିଶ୍ୱାସ ତିଆରି କରିପାରିବେ ”
# ତୁମେ ଯେ
ଶବ୍ଦଟି “ତୁମେ” ଯିହୂଦୀ ବିଶ୍ୱାସୀମାନଙ୍କୁ ବୁଝାଏ |(ଦେଖ: ତୁମର ବ୍ୟବହାର )
# ସମ୍ପୂର୍ଣ୍ଣ ପରିପକ୍ୱତା
“ସମ୍ପୂର୍ଣ୍ଣ ସିଦ୍ଧ”
# ଊଣା ନ ପଡିବା
ଏହା ନକାରତ୍ମକ ବାକ୍ୟାଂଶଟି ଅଟେ ଯେ ସକରାତ୍ମକ ଭାବେ ପ୍ରକାଶ ହୋଇ ପାରେ , “କିଛି ଅଛି ” (ଦେଖ: ମୂଳଭାଷା)
# ମାଗନ୍ତୁ ଈଶ୍ୱର ଜଣଙ୍କଠାରୁ ଯିଏ ଦିଅନ୍ତି
“ଈଶ୍ୱରଙ୍କ ଛାମୁରୁ ଏହା ମାଗ | ସେ ଅଟନ୍ତି ଯିଏ ଜଣେ ଜ୍ଞାନ ଦିଅନ୍ତି ” |
# ହୃଷ୍ଟଚିତ୍ତ ଏବଂ ବିନା ଗାଳି ଦେଇ
“ବିନା ଗାଳି” ଏହା ନକାରତ୍ମକ ବାକ୍ୟାଂଶଟି ଅଟେ ଯେ ସକରାତ୍ମକ ଭାବେ ପ୍ରକାଶ ହୋଇ ପାରେ, “ହୃଷ୍ଟଚିତ୍ତ ଓ ଆନନ୍ଦରେ ”| (ଦେଖ: ମୂଳଭାଷା)
# ଈଶ୍ୱର ଏହା ମଞ୍ଜୁର କରିବେ
“ଈଶ୍ୱର ଏହା କରିବେ” ବା “ଈଶ୍ୱର ତୁମର ପ୍ରାର୍ଥନାର ଉତ୍ତର ଦେବେ ”