# ଦୀର୍ଘସହିଷ୍ଣୁତା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରୁ କଠିନ ପରିସ୍ଥିତିରେ ଦୃଢରୂପେ ସ୍ଥିର ରହି ଆଗେଇବା | ଏହି ପ୍ରକାରେ ଅନୁବାଦ କରିପାରିବା ଯେପରି “ତୁମର କ୍ଲେଶଗୁଡିକରେ ଦୃଢତା ସହ ସ୍ଥିର ରୁହ ” | # ଆଉ ତୁମେ ହୋଇପାର “ଯେପରି ଈଶ୍ୱର ତୁମର ବିଶ୍ୱାସ ତିଆରି କରିପାରିବେ ” # ତୁମେ ଯେ ଶବ୍ଦଟି “ତୁମେ” ଯିହୂଦୀ ବିଶ୍ୱାସୀମାନଙ୍କୁ ବୁଝାଏ |(ଦେଖ: ତୁମର ବ୍ୟବହାର ) # ସମ୍ପୂର୍ଣ୍ଣ ପରିପକ୍ୱତା “ସମ୍ପୂର୍ଣ୍ଣ ସିଦ୍ଧ” # ଊଣା ନ ପଡିବା ଏହା ନକାରତ୍ମକ ବାକ୍ୟାଂଶଟି ଅଟେ ଯେ ସକରାତ୍ମକ ଭାବେ ପ୍ରକାଶ ହୋଇ ପାରେ , “କିଛି ଅଛି ” (ଦେଖ: ମୂଳଭାଷା) # ମାଗନ୍ତୁ ଈଶ୍ୱର ଜଣଙ୍କଠାରୁ ଯିଏ ଦିଅନ୍ତି “ଈଶ୍ୱରଙ୍କ ଛାମୁରୁ ଏହା ମାଗ | ସେ ଅଟନ୍ତି ଯିଏ ଜଣେ ଜ୍ଞାନ ଦିଅନ୍ତି ” | # ହୃଷ୍ଟଚିତ୍ତ ଏବଂ ବିନା ଗାଳି ଦେଇ “ବିନା ଗାଳି” ଏହା ନକାରତ୍ମକ ବାକ୍ୟାଂଶଟି ଅଟେ ଯେ ସକରାତ୍ମକ ଭାବେ ପ୍ରକାଶ ହୋଇ ପାରେ, “ହୃଷ୍ଟଚିତ୍ତ ଓ ଆନନ୍ଦରେ ”| (ଦେଖ: ମୂଳଭାଷା) # ଈଶ୍ୱର ଏହା ମଞ୍ଜୁର କରିବେ “ଈଶ୍ୱର ଏହା କରିବେ” ବା “ଈଶ୍ୱର ତୁମର ପ୍ରାର୍ଥନାର ଉତ୍ତର ଦେବେ ”