12 lines
975 B
Markdown
12 lines
975 B
Markdown
# ସ୍ମରଣ
|
||
ଏଠାରେ: “କଳ୍ପନା” କିମ୍ବା “ବିଚାର”
|
||
|
||
# ବର୍ତ୍ତମାନ ମୋହର ଇଛା
|
||
ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଏହି କାରଣରୁ, ମୁଁ ଇଛା କରେ” କିମ୍ବା ୨) “ତଥାପି, ମୁଁ ଇଛା କରେ”।
|
||
|
||
# ପୁରୁଷ ଆପଣା ମସ୍ତକ ଅଚ୍ଛାଦନ କରି
|
||
“ଏବଂ ସେ ଆପଣା ମସ୍ତକ ଉପରେ ଲୁଗା ବା ଓଢ଼ଣା ପକାଇଥାଏ”
|
||
|
||
# ସେ ଆପଣା ମସ୍ତକର ଅପମାନ କରେ
|
||
ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଆପଣା ଉପରେ ଅପମାନ ଆଣେ” (ୟୁଡିବି), କିମ୍ବା ୨)
|
||
“ଖ୍ରୀଷ୍ଟଙ୍କ ଉପରେ ଅପମାନ ଆଣେ, ଯେ ତାହାର ମସ୍ତକ ଅଟନ୍ତି।” |