# ସ୍ମରଣ ଏଠାରେ: “କଳ୍ପନା” କିମ୍ବା “ବିଚାର” # ବର୍ତ୍ତମାନ ମୋହର ଇଛା ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଏହି କାରଣରୁ, ମୁଁ ଇଛା କରେ” କିମ୍ବା ୨) “ତଥାପି, ମୁଁ ଇଛା କରେ”। # ପୁରୁଷ ଆପଣା ମସ୍ତକ ଅଚ୍ଛାଦନ କରି “ଏବଂ ସେ ଆପଣା ମସ୍ତକ ଉପରେ ଲୁଗା ବା ଓଢ଼ଣା ପକାଇଥାଏ” # ସେ ଆପଣା ମସ୍ତକର ଅପମାନ କରେ ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଆପଣା ଉପରେ ଅପମାନ ଆଣେ” (ୟୁଡିବି), କିମ୍ବା ୨) “ଖ୍ରୀଷ୍ଟଙ୍କ ଉପରେ ଅପମାନ ଆଣେ, ଯେ ତାହାର ମସ୍ତକ ଅଟନ୍ତି।”