Door43-Catalog_or_tn/1CO/11/01.md

12 lines
975 B
Markdown
Raw Normal View History

2018-01-11 01:51:28 +00:00
# ସ୍ମରଣ
ଏଠାରେ: “କଳ୍ପନା” କିମ୍ବା “ବିଚାର”
# ବର୍ତ୍ତମାନ ମୋହର ଇଛା
ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଏହି କାରଣରୁ, ମୁଁ ଇଛା କରେ” କିମ୍ବା ) “ତଥାପି, ମୁଁ ଇଛା କରେ”।
# ପୁରୁଷ ଆପଣା ମସ୍ତକ ଅଚ୍ଛାଦନ କରି
“ଏବଂ ସେ ଆପଣା ମସ୍ତକ ଉପରେ ଲୁଗା ବା ଓଢ଼ଣା ପକାଇଥାଏ”
# ସେ ଆପଣା ମସ୍ତକର ଅପମାନ କରେ
ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଆପଣା ଉପରେ ଅପମାନ ଆଣେ” (ୟୁଡିବି), କିମ୍ବା )
“ଖ୍ରୀଷ୍ଟଙ୍କ ଉପରେ ଅପମାନ ଆଣେ, ଯେ ତାହାର ମସ୍ତକ ଅଟନ୍ତି।”