Door43-Catalog_or_tn/PHP/04/21.md

1.6 KiB

ନମସ୍କାର ପ୍ରତ୍ୟେକଙ୍କୁ ଯିଏ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି

“ନମସ୍କାର କର ସେଠାରେ ଥିବା ପ୍ରତ୍ୟେକଙ୍କୁ ଯିଏ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି”

ଭାଇମାନେ

ଯିଏ ପାଉଲଙ୍କ ସହିତ ସେହି ସେବା କାର୍ଯ୍ୟ କରୁଅଛନ୍ତି କିମ୍ବା ପାଉଲଙ୍କ ସହ ସେବା କରନ୍ତି. ବିକଳ୍ପ ଅନୁବାଦ “ବିଶ୍ଵାସୀ ଭାଇ ଭୋଉଣୀ ଗଣ.”

ଖାସକରିକୀ କାରିସରଙ୍କଠାରେ ରହୁଥିବା ଲୋକ

ଯେଉଁ ଲୋକ କାଇସରଙ୍କ ରାଜ ପ୍ରଶଦରେ କାର୍ଯ୍ୟ କରୁଥିବା ସେବକ. ଏହା ଏହିପରି ଅନୁବାଦ କରାଯାଇ ପାରେ “ବିଶ୍ଵାସୀ ଭାଇ ଭୋଉଣୀଗଣ କାଇସରଙ୍କ ରାଜ ପ୍ରସାଦରେ କାର୍ଯ୍ୟ କରୁଥିଲେ” (UDB).

ତୁମର ଆତ୍ମାଙ୍କ ସହ

ପାଉଲ ଏହି ଶବ୍ଦ “ଆତ୍ମା” ବିଶ୍ଵାସୀ ମାନଙ୍କୁ ଦର୍ଶାଇବା ପାଇଁ ବ୍ୟବହାର କରୁଅଛନ୍ତି ଯାହାକୁ ମନୁଷ୍ୟକୁ ଈଶ୍ଵରଙ୍କ ସହ ଯୋଡିଥାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “ତୁମ ସହିତ .” (ଦେଖନ୍ତୁ: ଉପଲକ୍ଷଣ)