# ନମସ୍କାର ପ୍ରତ୍ୟେକଙ୍କୁ ଯିଏ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି “ନମସ୍କାର କର ସେଠାରେ ଥିବା ପ୍ରତ୍ୟେକଙ୍କୁ ଯିଏ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି” # ଭାଇମାନେ ଯିଏ ପାଉଲଙ୍କ ସହିତ ସେହି ସେବା କାର୍ଯ୍ୟ କରୁଅଛନ୍ତି କିମ୍ବା ପାଉଲଙ୍କ ସହ ସେବା କରନ୍ତି. ବିକଳ୍ପ ଅନୁବାଦ “ବିଶ୍ଵାସୀ ଭାଇ ଭୋଉଣୀ ଗଣ.” # ଖାସକରିକୀ କାରିସରଙ୍କଠାରେ ରହୁଥିବା ଲୋକ ଯେଉଁ ଲୋକ କାଇସରଙ୍କ ରାଜ ପ୍ରଶଦରେ କାର୍ଯ୍ୟ କରୁଥିବା ସେବକ. ଏହା ଏହିପରି ଅନୁବାଦ କରାଯାଇ ପାରେ “ବିଶ୍ଵାସୀ ଭାଇ ଭୋଉଣୀଗଣ କାଇସରଙ୍କ ରାଜ ପ୍ରସାଦରେ କାର୍ଯ୍ୟ କରୁଥିଲେ” (UDB). # ତୁମର ଆତ୍ମାଙ୍କ ସହ ପାଉଲ ଏହି ଶବ୍ଦ “ଆତ୍ମା” ବିଶ୍ଵାସୀ ମାନଙ୍କୁ ଦର୍ଶାଇବା ପାଇଁ ବ୍ୟବହାର କରୁଅଛନ୍ତି ଯାହାକୁ ମନୁଷ୍ୟକୁ ଈଶ୍ଵରଙ୍କ ସହ ଯୋଡିଥାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “ତୁମ ସହିତ .” (ଦେଖନ୍ତୁ: ଉପଲକ୍ଷଣ)