Door43-Catalog_or_tn/PHP/04/21.md

11 lines
1.6 KiB
Markdown
Raw Normal View History

2018-01-11 01:51:28 +00:00
# ନମସ୍କାର ପ୍ରତ୍ୟେକଙ୍କୁ ଯିଏ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି
“ନମସ୍କାର କର ସେଠାରେ ଥିବା ପ୍ରତ୍ୟେକଙ୍କୁ ଯିଏ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି”
# ଭାଇମାନେ
ଯିଏ ପାଉଲଙ୍କ ସହିତ ସେହି ସେବା କାର୍ଯ୍ୟ କରୁଅଛନ୍ତି କିମ୍ବା ପାଉଲଙ୍କ ସହ ସେବା କରନ୍ତି. ବିକଳ୍ପ ଅନୁବାଦ “ବିଶ୍ଵାସୀ ଭାଇ ଭୋଉଣୀ ଗଣ.”
# ଖାସକରିକୀ କାରିସରଙ୍କଠାରେ ରହୁଥିବା ଲୋକ
ଯେଉଁ ଲୋକ କାଇସରଙ୍କ ରାଜ ପ୍ରଶଦରେ କାର୍ଯ୍ୟ କରୁଥିବା ସେବକ. ଏହା ଏହିପରି ଅନୁବାଦ କରାଯାଇ ପାରେ “ବିଶ୍ଵାସୀ ଭାଇ ଭୋଉଣୀଗଣ କାଇସରଙ୍କ ରାଜ ପ୍ରସାଦରେ କାର୍ଯ୍ୟ କରୁଥିଲେ” (UDB).
# ତୁମର ଆତ୍ମାଙ୍କ ସହ
ପାଉଲ ଏହି ଶବ୍ଦ “ଆତ୍ମା” ବିଶ୍ଵାସୀ ମାନଙ୍କୁ ଦର୍ଶାଇବା ପାଇଁ ବ୍ୟବହାର କରୁଅଛନ୍ତି ଯାହାକୁ ମନୁଷ୍ୟକୁ ଈଶ୍ଵରଙ୍କ ସହ ଯୋଡିଥାଏ. ଏହା ଏହିପରି ଅନୁବାଦ କରାଯାଇ ପାରେ “ତୁମ ସହିତ .” (ଦେଖନ୍ତୁ: ଉପଲକ୍ଷଣ)