Door43-Catalog_or_tn/PHP/04/18.md

14 lines
2.0 KiB
Markdown

# ମୁଁ ସବୁ ପାଇଅଛି ପ୍ରଚୁର ମାତ୍ରାରେ ପୁର୍ଣ୍ଣ ଅଛି.
“ମୋ ପାଖରେ ଆବଶ୍ୟକଠାରୁ ଅଧିକଅଛି.”
# ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ
ପାଉଲ ଫିଲିପ୍‌ପୀୟ ମଣ୍ଡଳୀର ଦାନକୁ ତୁଳନାା କରୁଅଛନ୍ତି ପୁରାତନ ନିୟମର ବଳିସ୍ୱରୂପ. ଯାଜକ ବଳିକୁ ଜଳାଉଥିଲେ ଓ ଏହାର ସୁଗନ୍ଧ ଈଶ୍ଵରଙ୍କୁ ପ୍ରଶନ୍ନ କରୁଥିଲା. ପାଉଲ ଏଠାରେ ଜୋର ଦେଇ କହୁଅଛନ୍ତି ମଣ୍ଡଳୀର ବଳିଦାନ ଈଶ୍ଵରଙ୍କ ନିକଟରେ ବହୁମୂଲ୍ୟ ଅଟେ. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ତୁମକୁ ଜଣେଇବାକୁ ଚାହେ ଏହି ଦାନ ପ୍ରଭୁଙ୍କୁ ପସନ୍ଦ.” (ଦେଖନ୍ତୁ:ରୂପକ)
# ତାହା ତୁମର ପ୍ରତ୍ୟେକ ଆବଶ୍ୟକତାକୁ ପୂର୍ଣ କରିବ
“ତୁମର ପ୍ରତ୍ୟେକ ଆବଶ୍ୟକତାକୁ ଯୋଗାଇବ”
# ଖ୍ରୀଷ୍ଟ ଯୀଶୁଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ
ଏହା ଏହିପରି ଅନୁବାଦ କରାଯାଇ ପାରେ “ତାହାଙ୍କ ଗୌରବମୟ ଐଶ୍ୱର୍ଯ୍ୟରେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ସେ ଦିଅନ୍ତି.”
# ବର୍ତ୍ତମାନ ଆମ ଈଶ୍ଵରଙ୍କୁ
ଏହି ଶବ୍ଦ “ବର୍ତ୍ତମାନ” ପ୍ରାର୍ଥନାକୁ ଶେଷ କରିବା ପାଇଁ ଏହା ଗୋଟେ ଚିହ୍ନ ପରି ପତ୍ରରେ ଅଛି.