Door43-Catalog_or_tn/PHP/04/18.md

2.0 KiB

ମୁଁ ସବୁ ପାଇଅଛି ପ୍ରଚୁର ମାତ୍ରାରେ ପୁର୍ଣ୍ଣ ଅଛି.

“ମୋ ପାଖରେ ଆବଶ୍ୟକଠାରୁ ଅଧିକଅଛି.”

ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ

ପାଉଲ ଫିଲିପ୍‌ପୀୟ ମଣ୍ଡଳୀର ଦାନକୁ ତୁଳନାା କରୁଅଛନ୍ତି ପୁରାତନ ନିୟମର ବଳିସ୍ୱରୂପ. ଯାଜକ ବଳିକୁ ଜଳାଉଥିଲେ ଓ ଏହାର ସୁଗନ୍ଧ ଈଶ୍ଵରଙ୍କୁ ପ୍ରଶନ୍ନ କରୁଥିଲା. ପାଉଲ ଏଠାରେ ଜୋର ଦେଇ କହୁଅଛନ୍ତି ମଣ୍ଡଳୀର ବଳିଦାନ ଈଶ୍ଵରଙ୍କ ନିକଟରେ ବହୁମୂଲ୍ୟ ଅଟେ. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ତୁମକୁ ଜଣେଇବାକୁ ଚାହେ ଏହି ଦାନ ପ୍ରଭୁଙ୍କୁ ପସନ୍ଦ.” (ଦେଖନ୍ତୁ:ରୂପକ)

ତାହା ତୁମର ପ୍ରତ୍ୟେକ ଆବଶ୍ୟକତାକୁ ପୂର୍ଣ କରିବ

“ତୁମର ପ୍ରତ୍ୟେକ ଆବଶ୍ୟକତାକୁ ଯୋଗାଇବ”

ଖ୍ରୀଷ୍ଟ ଯୀଶୁଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ

ଏହା ଏହିପରି ଅନୁବାଦ କରାଯାଇ ପାରେ “ତାହାଙ୍କ ଗୌରବମୟ ଐଶ୍ୱର୍ଯ୍ୟରେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ସେ ଦିଅନ୍ତି.”

ବର୍ତ୍ତମାନ ଆମ ଈଶ୍ଵରଙ୍କୁ

ଏହି ଶବ୍ଦ “ବର୍ତ୍ତମାନ” ପ୍ରାର୍ଥନାକୁ ଶେଷ କରିବା ପାଇଁ ଏହା ଗୋଟେ ଚିହ୍ନ ପରି ପତ୍ରରେ ଅଛି.