# ମୁଁ ସବୁ ପାଇଅଛି ପ୍ରଚୁର ମାତ୍ରାରେ ପୁର୍ଣ୍ଣ ଅଛି. “ମୋ ପାଖରେ ଆବଶ୍ୟକଠାରୁ ଅଧିକଅଛି.” # ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ ପାଉଲ ଫିଲିପ୍‌ପୀୟ ମଣ୍ଡଳୀର ଦାନକୁ ତୁଳନାା କରୁଅଛନ୍ତି ପୁରାତନ ନିୟମର ବଳିସ୍ୱରୂପ. ଯାଜକ ବଳିକୁ ଜଳାଉଥିଲେ ଓ ଏହାର ସୁଗନ୍ଧ ଈଶ୍ଵରଙ୍କୁ ପ୍ରଶନ୍ନ କରୁଥିଲା. ପାଉଲ ଏଠାରେ ଜୋର ଦେଇ କହୁଅଛନ୍ତି ମଣ୍ଡଳୀର ବଳିଦାନ ଈଶ୍ଵରଙ୍କ ନିକଟରେ ବହୁମୂଲ୍ୟ ଅଟେ. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ତୁମକୁ ଜଣେଇବାକୁ ଚାହେ ଏହି ଦାନ ପ୍ରଭୁଙ୍କୁ ପସନ୍ଦ.” (ଦେଖନ୍ତୁ:ରୂପକ) # ତାହା ତୁମର ପ୍ରତ୍ୟେକ ଆବଶ୍ୟକତାକୁ ପୂର୍ଣ କରିବ “ତୁମର ପ୍ରତ୍ୟେକ ଆବଶ୍ୟକତାକୁ ଯୋଗାଇବ” # ଖ୍ରୀଷ୍ଟ ଯୀଶୁଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ଏହା ଏହିପରି ଅନୁବାଦ କରାଯାଇ ପାରେ “ତାହାଙ୍କ ଗୌରବମୟ ଐଶ୍ୱର୍ଯ୍ୟରେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ସେ ଦିଅନ୍ତି.” # ବର୍ତ୍ତମାନ ଆମ ଈଶ୍ଵରଙ୍କୁ ଏହି ଶବ୍ଦ “ବର୍ତ୍ତମାନ” ପ୍ରାର୍ଥନାକୁ ଶେଷ କରିବା ପାଇଁ ଏହା ଗୋଟେ ଚିହ୍ନ ପରି ପତ୍ରରେ ଅଛି.