23 lines
2.4 KiB
Markdown
23 lines
2.4 KiB
Markdown
# ଯଦିଓ ପୂର୍ବରୁ ମୋ ବିଷୟରେ ଚିନ୍ତା କରୁଥିଲ, ସେଠାରେ ଆପଣଙ୍କର ସାହାଯ୍ୟ କରିବା ନିମନ୍ତେ କୌଣସି ସୁଯୋଗ ନଥିଲା .
|
|
“ମୁଁ ଜାଣେ ତୁମ୍ଭେ ପୂର୍ବରୁ ମୋ ବିଷୟରେ ଚିନ୍ତା କରୁଥିଲ,କିନ୍ତୁ ସେଠାରେ ମୋତେ ସାହାଯ୍ୟ ପଠାଇବା ନିମନ୍ତେ ଆଉ କୌଣସି କାରଣ ନାହିଁ.”
|
|
|
|
# ସନ୍ତୁଷ୍ଟ ହେବା
|
|
“ତୃପ୍ତ ହେବା” କିଅବା “ଖୁସି ହେବା ”
|
|
|
|
# ସମସ୍ତ ପରିସ୍ଥିତିରେ
|
|
“ଯାହାବୀ ମୋହର ସମସ୍ୟା ହେଉ ନା କାହିଁକି”
|
|
|
|
# ମୁଁ ଜାଣେ କିପରି ବଞ୍ଚିବାକୁ ହୁଏ
|
|
ବିକଳ୍ପ ଅନୁବାଦ: “ମୁଁ ଜାଣେ କିପରି ଉତ୍ତମ ମନୋଭାବ ହେଇ ପାରିବ”
|
|
|
|
# ଆବଶ୍ୟକ ସମୟରେ
|
|
“ଯେତେବେଳେ ନଥାଏ ମୋର ଆବଶ୍ୟକ ଜିନିଷ”
|
|
|
|
# ପ୍ରଚୁରତାର ସମୟରେ
|
|
“ଆବଶ୍ୟକତାରୁ ଅଧିକ ମୋ ପାଖରେ ଅଛି”
|
|
|
|
# ଗୁପ୍ତ ବିଷୟ ଏହି କି ଦୁହେଁ ପ୍ରଚୁରତା ଥାଇ କ୍ଷୁଦିତ ହୋଇ ପାରିବେ, କିପରି ଦୁଇଟି ବିଷୟ ଆବଶ୍ୟକ ହୋଇ ପାରେ
|
|
ଏହି ବାକ୍ୟଂଶ “ପ୍ରଚୁର ହୋଇ ପାରିବ ଓ କ୍ଷୁଦିତ ” ଏବଂ “ପ୍ରଚୁର ହେବ ଓ ଆବଶ୍ୟକ ” ସାଧାରଣ ଭାବରେ ଏହାର ଅର୍ଥ ସମାନଅଟେ | ପାଉଲ ଏହି ବାକ୍ୟଂଶ ବ୍ୟବହାର କରୁ ଅଛନ୍ତି “ସବୁ ପରିସ୍ଥିତିରେ.” ବିକଳ୍ପ ଅନୁବାଦ: “ରହସ୍ୟ କିପରି ସବୁ ସମୟରେ ସନ୍ତୁଷ୍ଟ ହୋଇ ପାରିବେ” (ଦେଖନ୍ତୁ: ନକଲ and Merism)
|
|
|
|
# ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ.
|
|
“ମୁଁ ସମସ୍ତ କରି ପାରେ କାରଣ ଖ୍ରୀଷ୍ଟ ମୋତେ ଶକ୍ତି ଦେଇଥାନ୍ତି.” |