# ଯଦିଓ ପୂର୍ବରୁ ମୋ ବିଷୟରେ ଚିନ୍ତା କରୁଥିଲ, ସେଠାରେ ଆପଣଙ୍କର ସାହାଯ୍ୟ କରିବା ନିମନ୍ତେ କୌଣସି ସୁଯୋଗ ନଥିଲା . “ମୁଁ ଜାଣେ ତୁମ୍ଭେ ପୂର୍ବରୁ ମୋ ବିଷୟରେ ଚିନ୍ତା କରୁଥିଲ,କିନ୍ତୁ ସେଠାରେ ମୋତେ ସାହାଯ୍ୟ ପଠାଇବା ନିମନ୍ତେ ଆଉ କୌଣସି କାରଣ ନାହିଁ.” # ସନ୍ତୁଷ୍ଟ ହେବା “ତୃପ୍ତ ହେବା” କିଅବା “ଖୁସି ହେବା ” # ସମସ୍ତ ପରିସ୍ଥିତିରେ “ଯାହାବୀ ମୋହର ସମସ୍ୟା ହେଉ ନା କାହିଁକି” # ମୁଁ ଜାଣେ କିପରି ବଞ୍ଚିବାକୁ ହୁଏ ବିକଳ୍ପ ଅନୁବାଦ: “ମୁଁ ଜାଣେ କିପରି ଉତ୍ତମ ମନୋଭାବ ହେଇ ପାରିବ” # ଆବଶ୍ୟକ ସମୟରେ “ଯେତେବେଳେ ନଥାଏ ମୋର ଆବଶ୍ୟକ ଜିନିଷ” # ପ୍ରଚୁରତାର ସମୟରେ “ଆବଶ୍ୟକତାରୁ ଅଧିକ ମୋ ପାଖରେ ଅଛି” # ଗୁପ୍ତ ବିଷୟ ଏହି କି ଦୁହେଁ ପ୍ରଚୁରତା ଥାଇ କ୍ଷୁଦିତ ହୋଇ ପାରିବେ, କିପରି ଦୁଇଟି ବିଷୟ ଆବଶ୍ୟକ ହୋଇ ପାରେ ଏହି ବାକ୍ୟଂଶ “ପ୍ରଚୁର ହୋଇ ପାରିବ ଓ କ୍ଷୁଦିତ ” ଏବଂ “ପ୍ରଚୁର ହେବ ଓ ଆବଶ୍ୟକ ” ସାଧାରଣ ଭାବରେ ଏହାର ଅର୍ଥ ସମାନଅଟେ | ପାଉଲ ଏହି ବାକ୍ୟଂଶ ବ୍ୟବହାର କରୁ ଅଛନ୍ତି “ସବୁ ପରିସ୍ଥିତିରେ.” ବିକଳ୍ପ ଅନୁବାଦ: “ରହସ୍ୟ କିପରି ସବୁ ସମୟରେ ସନ୍ତୁଷ୍ଟ ହୋଇ ପାରିବେ” (ଦେଖନ୍ତୁ: ନକଲ and Merism) # ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ. “ମୁଁ ସମସ୍ତ କରି ପାରେ କାରଣ ଖ୍ରୀଷ୍ଟ ମୋତେ ଶକ୍ତି ଦେଇଥାନ୍ତି.”