Door43-Catalog_or_tn/PHP/04/10.md

2.4 KiB

ଯଦିଓ ପୂର୍ବରୁ ମୋ ବିଷୟରେ ଚିନ୍ତା କରୁଥିଲ, ସେଠାରେ ଆପଣଙ୍କର ସାହାଯ୍ୟ କରିବା ନିମନ୍ତେ କୌଣସି ସୁଯୋଗ ନଥିଲା .

“ମୁଁ ଜାଣେ ତୁମ୍ଭେ ପୂର୍ବରୁ ମୋ ବିଷୟରେ ଚିନ୍ତା କରୁଥିଲ,କିନ୍ତୁ ସେଠାରେ ମୋତେ ସାହାଯ୍ୟ ପଠାଇବା ନିମନ୍ତେ ଆଉ କୌଣସି କାରଣ ନାହିଁ.”

ସନ୍ତୁଷ୍ଟ ହେବା

“ତୃପ୍ତ ହେବା” କିଅବା “ଖୁସି ହେବା ”

ସମସ୍ତ ପରିସ୍ଥିତିରେ

“ଯାହାବୀ ମୋହର ସମସ୍ୟା ହେଉ ନା କାହିଁକି”

ମୁଁ ଜାଣେ କିପରି ବଞ୍ଚିବାକୁ ହୁଏ

ବିକଳ୍ପ ଅନୁବାଦ: “ମୁଁ ଜାଣେ କିପରି ଉତ୍ତମ ମନୋଭାବ ହେଇ ପାରିବ”

ଆବଶ୍ୟକ ସମୟରେ

“ଯେତେବେଳେ ନଥାଏ ମୋର ଆବଶ୍ୟକ ଜିନିଷ”

ପ୍ରଚୁରତାର ସମୟରେ

“ଆବଶ୍ୟକତାରୁ ଅଧିକ ମୋ ପାଖରେ ଅଛି”

ଗୁପ୍ତ ବିଷୟ ଏହି କି ଦୁହେଁ ପ୍ରଚୁରତା ଥାଇ କ୍ଷୁଦିତ ହୋଇ ପାରିବେ, କିପରି ଦୁଇଟି ବିଷୟ ଆବଶ୍ୟକ ହୋଇ ପାରେ

ଏହି ବାକ୍ୟଂଶ “ପ୍ରଚୁର ହୋଇ ପାରିବ ଓ କ୍ଷୁଦିତ ” ଏବଂ “ପ୍ରଚୁର ହେବ ଓ ଆବଶ୍ୟକ ” ସାଧାରଣ ଭାବରେ ଏହାର ଅର୍ଥ ସମାନଅଟେ | ପାଉଲ ଏହି ବାକ୍ୟଂଶ ବ୍ୟବହାର କରୁ ଅଛନ୍ତି “ସବୁ ପରିସ୍ଥିତିରେ.” ବିକଳ୍ପ ଅନୁବାଦ: “ରହସ୍ୟ କିପରି ସବୁ ସମୟରେ ସନ୍ତୁଷ୍ଟ ହୋଇ ପାରିବେ” (ଦେଖନ୍ତୁ: ନକଲ and Merism)

ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ.

“ମୁଁ ସମସ୍ତ କରି ପାରେ କାରଣ ଖ୍ରୀଷ୍ଟ ମୋତେ ଶକ୍ତି ଦେଇଥାନ୍ତି.”