Door43-Catalog_or_tn/PHP/04/04.md

2.7 KiB
Raw Blame History

ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର.

ପାଉଲ ଫିଲିପ୍‌ପୀୟ ବିଶ୍ଵାସୀ ମାନଙ୍କୁ କହିପାରନ୍ତି | ସେ ଆଜ୍ଞାଗୁଡିକ ପୁନରାବୃତି କଲେ ଏହି ବିଷୟକୁ ଜୋର ଦେବା ପାଇଁ. ଏହା ଏହିପରି ଅନୁବାଦ କରାଯାଇ ପାରେ: “ଆନନ୍ଦିତ କାରଣ ଯାହା ପ୍ରଭୁ କରିଅଛନ୍ତି! ପୁନର୍ବାର କହୁଅଛି ଆନନ୍ଦିତ ହୁଅ!”

ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ.

“ସମସ୍ତ ଲୋକ ଜାଣିବା ଦରକାର କିପରି ଦୟାଳୁ ତୁମେ ଅଟ.”

ପ୍ରଭୁ ନିକଟବର୍ତ୍ତୀ

ସମ୍ଭାବ୍ୟ ଅର୍ଥ ଗୁଡିକ ହେଲା ୧) ପ୍ରଭୁ ଯୀଶୁ ସମସ୍ତ ବିଶ୍ଵାସୀ ଆତ୍ମାଙ୍କ ପାଖରେ ଅଛନ୍ତି କିମ୍ବା )ସେଦିନ ଯେବେ ଯୀଶୁ ଫେରିବେ ପୃଥିବୀକୁ ଏହା ନିକଟ.

ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ

“ସେ ସମସ୍ତ ଯାହା ତୁମେ ଆବଶ୍ୟକ କର ପ୍ରର୍ଥନାରେ ମାଗ ଓ ଧନ୍ୟବାଦ ଦିଅ |”

ଯାହା ସମସ୍ତ ବୁଝିବା ବିଷୟରୁ ଅଧିକା ହୋଇ ଥାଏ

“ଯାହା ମନୁଷ୍ୟ ବୁଝିବାଠାରୁ ଭି ଅଧିକ”

ତୁମ୍ଭମାନଙ୍କର ହୃଦୟ ଓ ମନକୁ ସୁରକ୍ଷା ଦେବେ

ଏହା ଦେଖାଏ ଈଶ୍ଵରଙ୍କ ଶାନ୍ତି ଗୋଟେ ସୈନିକ ସଦୃଶ ଆମ୍ଭ ମାନଙ୍କ ଭାବନା, ଚିନ୍ତା ଓ ବିଚାରଧାରାକୁ ରକ୍ଷା କରିଥାଏ| ଏହାର ପୂର୍ଣ ଅର୍ଥ ସ୍ପଷ୍ଟ କରିପାରେ: “ଗୋଟେ ସୈନିକ ସଦୃଶ ହୋଇ ଭାବନା ଓ ବିଚାର ଧାରା ଚିନ୍ତା ଠାରୁ ରକ୍ଷା କରିଥାଏ ସମସ୍ତ ଜୀବନର ସମସ୍ୟାଠାରୁ. (ଦେଖନ୍ତୁ:ମନୁଷ୍ୟ ଗୁଣରୋପ ସ୍ପଷ୍ଟ ଓ ନିହିତ )