# ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର. ପାଉଲ ଫିଲିପ୍‌ପୀୟ ବିଶ୍ଵାସୀ ମାନଙ୍କୁ କହିପାରନ୍ତି | ସେ ଆଜ୍ଞାଗୁଡିକ ପୁନରାବୃତି କଲେ ଏହି ବିଷୟକୁ ଜୋର ଦେବା ପାଇଁ. ଏହା ଏହିପରି ଅନୁବାଦ କରାଯାଇ ପାରେ: “ଆନନ୍ଦିତ କାରଣ ଯାହା ପ୍ରଭୁ କରିଅଛନ୍ତି! ପୁନର୍ବାର କହୁଅଛି ଆନନ୍ଦିତ ହୁଅ!” # ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ. “ସମସ୍ତ ଲୋକ ଜାଣିବା ଦରକାର କିପରି ଦୟାଳୁ ତୁମେ ଅଟ.” # ପ୍ରଭୁ ନିକଟବର୍ତ୍ତୀ ସମ୍ଭାବ୍ୟ ଅର୍ଥ ଗୁଡିକ ହେଲା ୧) ପ୍ରଭୁ ଯୀଶୁ ସମସ୍ତ ବିଶ୍ଵାସୀ ଆତ୍ମାଙ୍କ ପାଖରେ ଅଛନ୍ତି କିମ୍ବା ୨)ସେଦିନ ଯେବେ ଯୀଶୁ ଫେରିବେ ପୃଥିବୀକୁ ଏହା ନିକଟ. # ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ “ସେ ସମସ୍ତ ଯାହା ତୁମେ ଆବଶ୍ୟକ କର ପ୍ରର୍ଥନାରେ ମାଗ ଓ ଧନ୍ୟବାଦ ଦିଅ |” # ଯାହା ସମସ୍ତ ବୁଝିବା ବିଷୟରୁ ଅଧିକା ହୋଇ ଥାଏ “ଯାହା ମନୁଷ୍ୟ ବୁଝିବାଠାରୁ ଭି ଅଧିକ” # ତୁମ୍ଭମାନଙ୍କର ହୃଦୟ ଓ ମନକୁ ସୁରକ୍ଷା ଦେବେ ଏହା ଦେଖାଏ ଈଶ୍ଵରଙ୍କ ଶାନ୍ତି ଗୋଟେ ସୈନିକ ସଦୃଶ ଆମ୍ଭ ମାନଙ୍କ ଭାବନା, ଚିନ୍ତା ଓ ବିଚାରଧାରାକୁ ରକ୍ଷା କରିଥାଏ| ଏହାର ପୂର୍ଣ ଅର୍ଥ ସ୍ପଷ୍ଟ କରିପାରେ: “ଗୋଟେ ସୈନିକ ସଦୃଶ ହୋଇ ଭାବନା ଓ ବିଚାର ଧାରା ଚିନ୍ତା ଠାରୁ ରକ୍ଷା କରିଥାଏ ସମସ୍ତ ଜୀବନର ସମସ୍ୟାଠାରୁ. (ଦେଖନ୍ତୁ:ମନୁଷ୍ୟ ଗୁଣରୋପ ସ୍ପଷ୍ଟ ଓ ନିହିତ )