Door43-Catalog_or_tn/PHP/04/04.md

18 lines
2.7 KiB
Markdown
Raw Normal View History

2018-01-11 01:51:28 +00:00
# ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର.
ପାଉଲ ଫିଲିପ୍‌ପୀୟ ବିଶ୍ଵାସୀ ମାନଙ୍କୁ କହିପାରନ୍ତି | ସେ ଆଜ୍ଞାଗୁଡିକ ପୁନରାବୃତି କଲେ ଏହି ବିଷୟକୁ ଜୋର ଦେବା ପାଇଁ. ଏହା ଏହିପରି ଅନୁବାଦ କରାଯାଇ ପାରେ: “ଆନନ୍ଦିତ କାରଣ ଯାହା ପ୍ରଭୁ କରିଅଛନ୍ତି! ପୁନର୍ବାର କହୁଅଛି ଆନନ୍ଦିତ ହୁଅ!”
# ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ.
“ସମସ୍ତ ଲୋକ ଜାଣିବା ଦରକାର କିପରି ଦୟାଳୁ ତୁମେ ଅଟ.”
# ପ୍ରଭୁ ନିକଟବର୍ତ୍ତୀ
ସମ୍ଭାବ୍ୟ ଅର୍ଥ ଗୁଡିକ ହେଲା ୧) ପ୍ରଭୁ ଯୀଶୁ ସମସ୍ତ ବିଶ୍ଵାସୀ ଆତ୍ମାଙ୍କ ପାଖରେ ଅଛନ୍ତି କିମ୍ବା )ସେଦିନ ଯେବେ ଯୀଶୁ ଫେରିବେ ପୃଥିବୀକୁ ଏହା ନିକଟ.
# ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ
“ସେ ସମସ୍ତ ଯାହା ତୁମେ ଆବଶ୍ୟକ କର ପ୍ରର୍ଥନାରେ ମାଗ ଓ ଧନ୍ୟବାଦ ଦିଅ |”
# ଯାହା ସମସ୍ତ ବୁଝିବା ବିଷୟରୁ ଅଧିକା ହୋଇ ଥାଏ
“ଯାହା ମନୁଷ୍ୟ ବୁଝିବାଠାରୁ ଭି ଅଧିକ”
# ତୁମ୍ଭମାନଙ୍କର ହୃଦୟ ଓ ମନକୁ ସୁରକ୍ଷା ଦେବେ
ଏହା ଦେଖାଏ ଈଶ୍ଵରଙ୍କ ଶାନ୍ତି ଗୋଟେ ସୈନିକ ସଦୃଶ
ଆମ୍ଭ ମାନଙ୍କ ଭାବନା, ଚିନ୍ତା ଓ ବିଚାରଧାରାକୁ ରକ୍ଷା କରିଥାଏ| ଏହାର ପୂର୍ଣ ଅର୍ଥ ସ୍ପଷ୍ଟ କରିପାରେ: “ଗୋଟେ ସୈନିକ ସଦୃଶ ହୋଇ ଭାବନା ଓ ବିଚାର ଧାରା ଚିନ୍ତା ଠାରୁ ରକ୍ଷା କରିଥାଏ ସମସ୍ତ ଜୀବନର ସମସ୍ୟାଠାରୁ. (ଦେଖନ୍ତୁ:ମନୁଷ୍ୟ ଗୁଣରୋପ ସ୍ପଷ୍ଟ ଓ ନିହିତ )