Door43-Catalog_or_tn/PHP/03/20.md

1.8 KiB

କାରଣ ଆମ ପାଇଁ

ପାଉଲ ମିଶାଉଛନ୍ତି ତାହାଙ୍କ ଦର୍ଶକ “ଆମ”ବ୍ୟବହାର କରିବା ପାଇଁ. (ଦେଖନ୍ତୁ: ସମାବେଶୀ)

ଆମର ନାଗରିକତା ସ୍ୱର୍ଗରେ ଅଛି

“ଆମର ମାତୃଭୁମି ସ୍ୱର୍ଗ ଅଟେ ” କିମ୍ବା “ଆମର ପ୍ରକୃତ ଘର ସ୍ୱର୍ଗରେ”

କେଉଁଠାରେ ଆମେ ,ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅପେକ୍ଷା କରିବୁ

“ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଯେ ସ୍ଵର୍ଗରୁ ଫେରିବେ”

ସେ ଆମ ଶରୀରକୁ ରୂପାନ୍ତରିତ କରିବେ

“ସେ ଆମର ଦୁର୍ବଳତାକୁ ବଦଳାଇବେ, ଯାହା ଜାଗତିକ ଶରୀର”

ଆପଣାର ଗୌରବମୟ ଶରୀରର ସଦୃଶ କରିବେ

“ଆପଣାର ଗୌରବମୟ ଶରୀରର ସଦୃଶ କରିବେ”

ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଥିବା ଗଠିତ

ଏହାକୁ ନୁତନ ବାକ୍ୟରେ ଏହିପରି ଅନୁବାଦ କରାଯାଇ ପାରେ ଓ ସକ୍ରିୟ ଧାରା ସହିତ: “ସେ ଆମକୁ ବଦଳାଇ ଦେବେ ଆମ ଶରୀରକୁ ସେହି ସମାନ ଶକ୍ତିରେ ଯାହା ଦ୍ଵାରା ସେ ସବୁ ବଦଳାନ୍ତି .” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)