# କାରଣ ଆମ ପାଇଁ ପାଉଲ ମିଶାଉଛନ୍ତି ତାହାଙ୍କ ଦର୍ଶକ “ଆମ”ବ୍ୟବହାର କରିବା ପାଇଁ. (ଦେଖନ୍ତୁ: ସମାବେଶୀ) # ଆମର ନାଗରିକତା ସ୍ୱର୍ଗରେ ଅଛି “ଆମର ମାତୃଭୁମି ସ୍ୱର୍ଗ ଅଟେ ” କିମ୍ବା “ଆମର ପ୍ରକୃତ ଘର ସ୍ୱର୍ଗରେ” # କେଉଁଠାରେ ଆମେ ,ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅପେକ୍ଷା କରିବୁ “ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଯେ ସ୍ଵର୍ଗରୁ ଫେରିବେ” # ସେ ଆମ ଶରୀରକୁ ରୂପାନ୍ତରିତ କରିବେ “ସେ ଆମର ଦୁର୍ବଳତାକୁ ବଦଳାଇବେ, ଯାହା ଜାଗତିକ ଶରୀର” # ଆପଣାର ଗୌରବମୟ ଶରୀରର ସଦୃଶ କରିବେ “ଆପଣାର ଗୌରବମୟ ଶରୀରର ସଦୃଶ କରିବେ” # ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଥିବା ଗଠିତ ଏହାକୁ ନୁତନ ବାକ୍ୟରେ ଏହିପରି ଅନୁବାଦ କରାଯାଇ ପାରେ ଓ ସକ୍ରିୟ ଧାରା ସହିତ: “ସେ ଆମକୁ ବଦଳାଇ ଦେବେ ଆମ ଶରୀରକୁ ସେହି ସମାନ ଶକ୍ତିରେ ଯାହା ଦ୍ଵାରା ସେ ସବୁ ବଦଳାନ୍ତି .” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)