Door43-Catalog_or_tn/PHP/03/20.md

17 lines
1.8 KiB
Markdown
Raw Normal View History

2018-01-11 01:51:28 +00:00
# କାରଣ ଆମ ପାଇଁ
ପାଉଲ ମିଶାଉଛନ୍ତି ତାହାଙ୍କ ଦର୍ଶକ “ଆମ”ବ୍ୟବହାର କରିବା ପାଇଁ. (ଦେଖନ୍ତୁ: ସମାବେଶୀ)
# ଆମର ନାଗରିକତା ସ୍ୱର୍ଗରେ ଅଛି
“ଆମର ମାତୃଭୁମି ସ୍ୱର୍ଗ ଅଟେ ” କିମ୍ବା “ଆମର ପ୍ରକୃତ ଘର ସ୍ୱର୍ଗରେ”
# କେଉଁଠାରେ ଆମେ ,ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅପେକ୍ଷା କରିବୁ
“ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଯେ ସ୍ଵର୍ଗରୁ ଫେରିବେ”
# ସେ ଆମ ଶରୀରକୁ ରୂପାନ୍ତରିତ କରିବେ
“ସେ ଆମର ଦୁର୍ବଳତାକୁ ବଦଳାଇବେ, ଯାହା ଜାଗତିକ ଶରୀର”
# ଆପଣାର ଗୌରବମୟ ଶରୀରର ସଦୃଶ କରିବେ
“ଆପଣାର ଗୌରବମୟ ଶରୀରର ସଦୃଶ କରିବେ”
# ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଥିବା ଗଠିତ
ଏହାକୁ ନୁତନ ବାକ୍ୟରେ ଏହିପରି ଅନୁବାଦ କରାଯାଇ ପାରେ ଓ ସକ୍ରିୟ ଧାରା ସହିତ: “ସେ ଆମକୁ ବଦଳାଇ ଦେବେ ଆମ ଶରୀରକୁ ସେହି ସମାନ ଶକ୍ତିରେ ଯାହା ଦ୍ଵାରା ସେ ସବୁ ବଦଳାନ୍ତି .” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)