Door43-Catalog_or_tn/PHP/03/06.md

826 B

ମୁଁ ଇର୍ଷାରେ ମଣ୍ଡଳୀକୁ ତାଡ଼ନା ଦେଉଥିଲି

“ମୁଁ ନିଷ୍ଠୂର ଥିଲି ଖ୍ରୀଷ୍ଟିୟ ବିଶ୍ଵାସୀ ମାନଙ୍କୁ ଆଘାତ ଦେବାକୁ”

ବ୍ୟବସ୍ଥାଗତ ଧର୍ମିକତ ସମ୍ବନ୍ଧରେ ନିର୍ଦୋଷ ଦେଖାଯାଇ ଥିଲି

“ସମ୍ପୂର୍ଣ ଭାବରେ ବ୍ୟବସ୍ଥା ପାଳନ କରୁଥିଲି”

ମୁଁ ସେମାନଙ୍କୁ ମୂଲ୍ୟହିନ ବୋଲି ଗଣିଥିଲି

ପାଉଲ ଭାବୁଥିଲେ ଯେ ତାଙ୍କର ସମସ୍ତ ଧାର୍ମିକ କାର୍ଯ୍ୟମାନ ଖ୍ରୀଷ୍ଟଙ୍କ ନିମନ୍ତେ ମୂଲ୍ୟହିନ .