Door43-Catalog_or_tn/PHP/03/06.md

8 lines
826 B
Markdown
Raw Normal View History

2018-01-11 01:51:28 +00:00
# ମୁଁ ଇର୍ଷାରେ ମଣ୍ଡଳୀକୁ ତାଡ଼ନା ଦେଉଥିଲି
“ମୁଁ ନିଷ୍ଠୂର ଥିଲି ଖ୍ରୀଷ୍ଟିୟ ବିଶ୍ଵାସୀ ମାନଙ୍କୁ ଆଘାତ ଦେବାକୁ”
# ବ୍ୟବସ୍ଥାଗତ ଧର୍ମିକତ ସମ୍ବନ୍ଧରେ ନିର୍ଦୋଷ ଦେଖାଯାଇ ଥିଲି
“ସମ୍ପୂର୍ଣ ଭାବରେ ବ୍ୟବସ୍ଥା ପାଳନ କରୁଥିଲି”
# ମୁଁ ସେମାନଙ୍କୁ ମୂଲ୍ୟହିନ ବୋଲି ଗଣିଥିଲି
ପାଉଲ ଭାବୁଥିଲେ ଯେ ତାଙ୍କର ସମସ୍ତ ଧାର୍ମିକ କାର୍ଯ୍ୟମାନ ଖ୍ରୀଷ୍ଟଙ୍କ ନିମନ୍ତେ ମୂଲ୍ୟହିନ .