# ମୁଁ ଇର୍ଷାରେ ମଣ୍ଡଳୀକୁ ତାଡ଼ନା ଦେଉଥିଲି “ମୁଁ ନିଷ୍ଠୂର ଥିଲି ଖ୍ରୀଷ୍ଟିୟ ବିଶ୍ଵାସୀ ମାନଙ୍କୁ ଆଘାତ ଦେବାକୁ” # ବ୍ୟବସ୍ଥାଗତ ଧର୍ମିକତ ସମ୍ବନ୍ଧରେ ନିର୍ଦୋଷ ଦେଖାଯାଇ ଥିଲି “ସମ୍ପୂର୍ଣ ଭାବରେ ବ୍ୟବସ୍ଥା ପାଳନ କରୁଥିଲି” # ମୁଁ ସେମାନଙ୍କୁ ମୂଲ୍ୟହିନ ବୋଲି ଗଣିଥିଲି ପାଉଲ ଭାବୁଥିଲେ ଯେ ତାଙ୍କର ସମସ୍ତ ଧାର୍ମିକ କାର୍ଯ୍ୟମାନ ଖ୍ରୀଷ୍ଟଙ୍କ ନିମନ୍ତେ ମୂଲ୍ୟହିନ .