Door43-Catalog_or_tn/PHP/02/25.md

2.2 KiB

ଏପାଫ୍ରଦିତ

ଫିଲିପ୍‌ପୀୟ ମଣ୍ଡଳୀରୁ ପଠାଯାଇଥିବା ଜଣେ ବ୍ୟକ୍ତିର ନାମ ସେ ପାଉଲଙ୍କୁ ସେବା କରୁଥିଲେ ଯେତେବେଳେ ସେ କାରାଗାରରେ ଥିଲେ .(ଦେଖନ୍ତୁ: ଅନୁବାଦ ନାମ ଗୁଡିକ)

ମୋହର ଭ୍ରାତା, ସହକର୍ମୀ, ସହସେନା

ଏଠାରେ “ସେନା” ଏକ ବ୍ୟକ୍ତିକୁ ତୁଳନାା କରୁଅଛନ୍ତି ଯିଏ ଯୁଦ୍ଧ କରୁ ଅଛି ଭୌତିକ ଯୁଦ୍ଧ ଏକ ବିଶ୍ଵାସୀ ସହଜିଆ ଆତ୍ମିକ ଯୁଦ୍ଧ ଲଢ଼େ.ଏଠାରେ ପାଉଲ ବିଶ୍ଵାସୀ ମାନଙ୍କୁ କହୁ ଅଛନ୍ତି ସେମାନେ କିପରି ସଂଘର୍ଷ ଓ ମନ୍ଦର ସମୁଖିନ କରିଅଛନ୍ତି ସୁସମାଚାର ବିସ୍ତାରିତ କରିବା ପାଇଁ. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋହର ସହ ବିଶ୍ଵାସୀ ଯେ ଆମ ସହିତ କର୍ମ ଓ ସଂଘର୍ଷ କରୁଅଛି.” (ରୂପକ)

ଓ ତୁମର ଦୂତ ଓ ସାହାଯ୍ୟ ମୋ ଆବଶ୍ୟକତାର

“ମୁଁ ଯେତେବେଳେ ଆବଶ୍ୟକତାରେ ଥାଏ ସେ ସମୟରେ ସାହାଯ୍ୟ ଓ ସମ୍ବାଦ ଆଣି ଥାଏ ”

ସେ ଗଭୀରତା ଭାବରେ ବ୍ୟଥିତ ଥିଲେ ଓ ତୁମ୍ଭ ସହିତ କଥା ହେବାକୁ ଚାହୁଁ ଥିଲେ

“ସେ ବହୁତ ଚିନ୍ତିତ ଥିଲେ ତୁମ୍ଭ ସମସ୍ତଙ୍କ ସହ ରହିବା ପାଇଁ ଇଛା କରୁଥିଲେ ”

ଦୁଃଖ ଉପରେ ଦୁଃଖ

ଏହି ବାକ୍ୟଂଶ ପୂର୍ଣ ଅର୍ଥ ସ୍ପଷ୍ଟ କରାଯାଇ ପାରିବ: “ଦୁଃଖକୁ ଦୁଃଖ ଯୋଡିବା|ମୁଁ କାରାଗାରକୁ ଆଗରୁ ଯାଇ ଆସିଛି.” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)