# ଏପାଫ୍ରଦିତ ଫିଲିପ୍‌ପୀୟ ମଣ୍ଡଳୀରୁ ପଠାଯାଇଥିବା ଜଣେ ବ୍ୟକ୍ତିର ନାମ ସେ ପାଉଲଙ୍କୁ ସେବା କରୁଥିଲେ ଯେତେବେଳେ ସେ କାରାଗାରରେ ଥିଲେ .(ଦେଖନ୍ତୁ: ଅନୁବାଦ ନାମ ଗୁଡିକ) # ମୋହର ଭ୍ରାତା, ସହକର୍ମୀ, ସହସେନା ଏଠାରେ “ସେନା” ଏକ ବ୍ୟକ୍ତିକୁ ତୁଳନାା କରୁଅଛନ୍ତି ଯିଏ ଯୁଦ୍ଧ କରୁ ଅଛି ଭୌତିକ ଯୁଦ୍ଧ ଏକ ବିଶ୍ଵାସୀ ସହଜିଆ ଆତ୍ମିକ ଯୁଦ୍ଧ ଲଢ଼େ.ଏଠାରେ ପାଉଲ ବିଶ୍ଵାସୀ ମାନଙ୍କୁ କହୁ ଅଛନ୍ତି ସେମାନେ କିପରି ସଂଘର୍ଷ ଓ ମନ୍ଦର ସମୁଖିନ କରିଅଛନ୍ତି ସୁସମାଚାର ବିସ୍ତାରିତ କରିବା ପାଇଁ. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋହର ସହ ବିଶ୍ଵାସୀ ଯେ ଆମ ସହିତ କର୍ମ ଓ ସଂଘର୍ଷ କରୁଅଛି.” (ରୂପକ) # ଓ ତୁମର ଦୂତ ଓ ସାହାଯ୍ୟ ମୋ ଆବଶ୍ୟକତାର “ମୁଁ ଯେତେବେଳେ ଆବଶ୍ୟକତାରେ ଥାଏ ସେ ସମୟରେ ସାହାଯ୍ୟ ଓ ସମ୍ବାଦ ଆଣି ଥାଏ ” # ସେ ଗଭୀରତା ଭାବରେ ବ୍ୟଥିତ ଥିଲେ ଓ ତୁମ୍ଭ ସହିତ କଥା ହେବାକୁ ଚାହୁଁ ଥିଲେ “ସେ ବହୁତ ଚିନ୍ତିତ ଥିଲେ ତୁମ୍ଭ ସମସ୍ତଙ୍କ ସହ ରହିବା ପାଇଁ ଇଛା କରୁଥିଲେ ” # ଦୁଃଖ ଉପରେ ଦୁଃଖ ଏହି ବାକ୍ୟଂଶ ପୂର୍ଣ ଅର୍ଥ ସ୍ପଷ୍ଟ କରାଯାଇ ପାରିବ: “ଦୁଃଖକୁ ଦୁଃଖ ଯୋଡିବା|ମୁଁ କାରାଗାରକୁ ଆଗରୁ ଯାଇ ଆସିଛି.” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)