15 lines
2.2 KiB
Markdown
15 lines
2.2 KiB
Markdown
|
# ଏପାଫ୍ରଦିତ
|
||
|
ଫିଲିପ୍ପୀୟ ମଣ୍ଡଳୀରୁ ପଠାଯାଇଥିବା ଜଣେ ବ୍ୟକ୍ତିର ନାମ ସେ ପାଉଲଙ୍କୁ ସେବା କରୁଥିଲେ ଯେତେବେଳେ ସେ କାରାଗାରରେ ଥିଲେ .(ଦେଖନ୍ତୁ: ଅନୁବାଦ ନାମ ଗୁଡିକ)
|
||
|
|
||
|
# ମୋହର ଭ୍ରାତା, ସହକର୍ମୀ, ସହସେନା
|
||
|
ଏଠାରେ “ସେନା” ଏକ ବ୍ୟକ୍ତିକୁ ତୁଳନାା କରୁଅଛନ୍ତି
|
||
|
ଯିଏ ଯୁଦ୍ଧ କରୁ ଅଛି ଭୌତିକ ଯୁଦ୍ଧ ଏକ ବିଶ୍ଵାସୀ ସହଜିଆ ଆତ୍ମିକ ଯୁଦ୍ଧ ଲଢ଼େ.ଏଠାରେ ପାଉଲ ବିଶ୍ଵାସୀ ମାନଙ୍କୁ କହୁ ଅଛନ୍ତି ସେମାନେ କିପରି ସଂଘର୍ଷ ଓ ମନ୍ଦର ସମୁଖିନ କରିଅଛନ୍ତି ସୁସମାଚାର ବିସ୍ତାରିତ କରିବା ପାଇଁ. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋହର ସହ ବିଶ୍ଵାସୀ ଯେ ଆମ ସହିତ କର୍ମ ଓ ସଂଘର୍ଷ କରୁଅଛି.” (ରୂପକ)
|
||
|
|
||
|
# ଓ ତୁମର ଦୂତ ଓ ସାହାଯ୍ୟ ମୋ ଆବଶ୍ୟକତାର
|
||
|
“ମୁଁ ଯେତେବେଳେ ଆବଶ୍ୟକତାରେ ଥାଏ ସେ ସମୟରେ ସାହାଯ୍ୟ ଓ ସମ୍ବାଦ ଆଣି ଥାଏ ”
|
||
|
|
||
|
# ସେ ଗଭୀରତା ଭାବରେ ବ୍ୟଥିତ ଥିଲେ ଓ ତୁମ୍ଭ ସହିତ କଥା ହେବାକୁ ଚାହୁଁ ଥିଲେ
|
||
|
“ସେ ବହୁତ ଚିନ୍ତିତ ଥିଲେ ତୁମ୍ଭ ସମସ୍ତଙ୍କ ସହ ରହିବା ପାଇଁ ଇଛା କରୁଥିଲେ ”
|
||
|
|
||
|
# ଦୁଃଖ ଉପରେ ଦୁଃଖ
|
||
|
ଏହି ବାକ୍ୟଂଶ ପୂର୍ଣ ଅର୍ଥ ସ୍ପଷ୍ଟ କରାଯାଇ ପାରିବ: “ଦୁଃଖକୁ ଦୁଃଖ ଯୋଡିବା|ମୁଁ କାରାଗାରକୁ ଆଗରୁ ଯାଇ ଆସିଛି.” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)
|