12 lines
1.6 KiB
Markdown
12 lines
1.6 KiB
Markdown
# ତିମଥି ପରୀକ୍ଷାସିଦ୍ଧ ହେଲେ
|
|
ତିମଥି ଯେଉଁଥିରେ ପରୀକ୍ଷାସିଦ୍ଧ ହେଲେ ତାହା ସ୍ପଷ୍ଟ କରାଯାଇ ପାରିବ: ତିମଥି ଦେଖାଉ ଅଛନ୍ତି ଯୀଶୁଙ୍କ ପ୍ରତି ସେ କେତେ ଯତ୍ନଶୀଳ” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ ସୁଚନା).
|
|
|
|
# ପୁତ୍ର ପିତାର ସେବା କଲାପରି ସେ ତ ସୁସମାଚାର କାର୍ଯ୍ୟରେ ମୋ' ସହିତ ସେବା କରିଥିଲେ
|
|
ପାଉଲ ତୁଳନାା କରୁଅଛନ୍ତି ତିମଥି ସହ କାର୍ଯ୍ୟ ପୁତ୍ର ପିତାର ସେବା କଲାପରି.ପାଉଲ ଦେଖାଉ ଅଛନ୍ତି ଏକ ପିତା ପୁତ୍ରର ଗଭୀର ସମ୍ପର୍କ
|
|
ତାହା ତିମଥିଙ୍କ ଠାରେ ଥିଲା ଖ୍ରୀଷ୍ଟ ଯୀଶୁଙ୍କଠାରେ. (ଦେଖନ୍ତୁ: ଉପମା)
|
|
|
|
# ସୁସମାଚାର ପ୍ରଚାରରେ
|
|
“ସୁସମାଚାର ବିଷୟରେ ଲୋକଙ୍କୁ କହିବା ସମୟରେ”
|
|
|
|
# ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି
|
|
ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ନିଶ୍ଚିତ ଅଟେ,ଯଦି ଏହା ପ୍ରଭୁଙ୍କ ଇଛା, ତେବେ ମୁଁ ଶୀଘ୍ର ଆସିବି.” |