# ତିମଥି ପରୀକ୍ଷାସିଦ୍ଧ ହେଲେ ତିମଥି ଯେଉଁଥିରେ ପରୀକ୍ଷାସିଦ୍ଧ ହେଲେ ତାହା ସ୍ପଷ୍ଟ କରାଯାଇ ପାରିବ: ତିମଥି ଦେଖାଉ ଅଛନ୍ତି ଯୀଶୁଙ୍କ ପ୍ରତି ସେ କେତେ ଯତ୍ନଶୀଳ” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ ସୁଚନା). # ପୁତ୍ର ପିତାର ସେବା କଲାପରି ସେ ତ ସୁସମାଚାର କାର୍ଯ୍ୟରେ ମୋ' ସହିତ ସେବା କରିଥିଲେ ପାଉଲ ତୁଳନାା କରୁଅଛନ୍ତି ତିମଥି ସହ କାର୍ଯ୍ୟ ପୁତ୍ର ପିତାର ସେବା କଲାପରି.ପାଉଲ ଦେଖାଉ ଅଛନ୍ତି ଏକ ପିତା ପୁତ୍ରର ଗଭୀର ସମ୍ପର୍କ ତାହା ତିମଥିଙ୍କ ଠାରେ ଥିଲା ଖ୍ରୀଷ୍ଟ ଯୀଶୁଙ୍କଠାରେ. (ଦେଖନ୍ତୁ: ଉପମା) # ସୁସମାଚାର ପ୍ରଚାରରେ “ସୁସମାଚାର ବିଷୟରେ ଲୋକଙ୍କୁ କହିବା ସମୟରେ” # ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ନିଶ୍ଚିତ ଅଟେ,ଯଦି ଏହା ପ୍ରଭୁଙ୍କ ଇଛା, ତେବେ ମୁଁ ଶୀଘ୍ର ଆସିବି.”