Door43-Catalog_or_tn/PHP/02/22.md

1.6 KiB

ତିମଥି ପରୀକ୍ଷାସିଦ୍ଧ ହେଲେ

ତିମଥି ଯେଉଁଥିରେ ପରୀକ୍ଷାସିଦ୍ଧ ହେଲେ ତାହା ସ୍ପଷ୍ଟ କରାଯାଇ ପାରିବ: ତିମଥି ଦେଖାଉ ଅଛନ୍ତି ଯୀଶୁଙ୍କ ପ୍ରତି ସେ କେତେ ଯତ୍ନଶୀଳ” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ ସୁଚନା).

ପୁତ୍ର ପିତାର ସେବା କଲାପରି ସେ ତ ସୁସମାଚାର କାର୍ଯ୍ୟରେ ମୋ' ସହିତ ସେବା କରିଥିଲେ

ପାଉଲ ତୁଳନାା କରୁଅଛନ୍ତି ତିମଥି ସହ କାର୍ଯ୍ୟ ପୁତ୍ର ପିତାର ସେବା କଲାପରି.ପାଉଲ ଦେଖାଉ ଅଛନ୍ତି ଏକ ପିତା ପୁତ୍ରର ଗଭୀର ସମ୍ପର୍କ
ତାହା ତିମଥିଙ୍କ ଠାରେ ଥିଲା ଖ୍ରୀଷ୍ଟ ଯୀଶୁଙ୍କଠାରେ. (ଦେଖନ୍ତୁ: ଉପମା)

ସୁସମାଚାର ପ୍ରଚାରରେ

“ସୁସମାଚାର ବିଷୟରେ ଲୋକଙ୍କୁ କହିବା ସମୟରେ”

ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି

ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ନିଶ୍ଚିତ ଅଟେ,ଯଦି ଏହା ପ୍ରଭୁଙ୍କ ଇଛା, ତେବେ ମୁଁ ଶୀଘ୍ର ଆସିବି.”