Door43-Catalog_or_tn/PHP/01/18.md

2.2 KiB

କେତେ କ'ଣ

ପାଉଲ କହୁଥିଲେ ଏହା ଗୁରୁତ୍ଵପୂର୍ଣ ନୁହେଁ କାହିଁକି ସେମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିଲେ . ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋତେ ଫରକ ପଡେ ନାହିଁ.”

କୌଣସି ପ୍ରକାର, ଦେଖାଣିୟାରେ କିମ୍ବା ସତ୍ୟରେ, ଖ୍ରୀଷ୍ଟ ପ୍ରଚାର ହେଉଛନ୍ତି

“ଯେତେ ପର୍ଯ୍ୟନ୍ତ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରନ୍ତି ଏହା ଫରକ ପଡ଼େ ନାହିଁ ଯଦି ସେମାନେ ଭଲ ଉଦ୍ଦେଶ୍ୟରେ କରନ୍ତି କି ଖରାପ ଉଦ୍ଦେଶ୍ୟରେ କରନ୍ତି.”

ଓ ମୁଁ ତାହା ଆନନ୍ଦ କରେ

“ମୁଁ ଖୁସି ଅଟେ କି ମୁଁ ଯୀଶୁଙ୍କ ବିଷୟରେ ପ୍ରଚାର କରୁଅଛି”

ହଁ ବାସ୍ତବରେ

“ନିଶ୍ଚୟ” କିମ୍ବା “ନିଶ୍ଚିତ ରୂପରେ.”

ମୁଁ ଆନନ୍ଦ କରିବି

“ମୁଁ ପାଳନ କରିବି” କିମ୍ବା “ମୁଁ ଖୁସି କରିବି”

ଏହା ମୋହର ଉଦ୍ଧାର କରିବା ପାଇଁ ନେତୃତ୍ଵ କରିବ

“ଈଶ୍ଵର ବନ୍ଦୀରୁ ମୁଁକ୍ତ କରିବେ”

ତୁମ୍ଭମାନଙ୍କ ନିବେଦନ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ

“କାରଣ ତୁମେ ପ୍ରାର୍ଥନା କରୁ ଅଛ ଓ ଯୀଶୁଙ୍କ ଆତ୍ମା ମୋତେ ସାହାଯ୍ୟ କରୁଅଛି.”

ଯୀଶୁଙ୍କର ଆତ୍ମା

ଏହା ଏହିପରି ଅନୁବାଦ କରାଯାଇ ପାରେ “ପବିତ୍ର ଆତ୍ମା.”