# କେତେ କ'ଣ ପାଉଲ କହୁଥିଲେ ଏହା ଗୁରୁତ୍ଵପୂର୍ଣ ନୁହେଁ କାହିଁକି ସେମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିଲେ . ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋତେ ଫରକ ପଡେ ନାହିଁ.” # କୌଣସି ପ୍ରକାର, ଦେଖାଣିୟାରେ କିମ୍ବା ସତ୍ୟରେ, ଖ୍ରୀଷ୍ଟ ପ୍ରଚାର ହେଉଛନ୍ତି “ଯେତେ ପର୍ଯ୍ୟନ୍ତ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରନ୍ତି ଏହା ଫରକ ପଡ଼େ ନାହିଁ ଯଦି ସେମାନେ ଭଲ ଉଦ୍ଦେଶ୍ୟରେ କରନ୍ତି କି ଖରାପ ଉଦ୍ଦେଶ୍ୟରେ କରନ୍ତି.” # ଓ ମୁଁ ତାହା ଆନନ୍ଦ କରେ “ମୁଁ ଖୁସି ଅଟେ କି ମୁଁ ଯୀଶୁଙ୍କ ବିଷୟରେ ପ୍ରଚାର କରୁଅଛି” # ହଁ ବାସ୍ତବରେ “ନିଶ୍ଚୟ” କିମ୍ବା “ନିଶ୍ଚିତ ରୂପରେ.” # ମୁଁ ଆନନ୍ଦ କରିବି “ମୁଁ ପାଳନ କରିବି” କିମ୍ବା “ମୁଁ ଖୁସି କରିବି” # ଏହା ମୋହର ଉଦ୍ଧାର କରିବା ପାଇଁ ନେତୃତ୍ଵ କରିବ “ଈଶ୍ଵର ବନ୍ଦୀରୁ ମୁଁକ୍ତ କରିବେ” # ତୁମ୍ଭମାନଙ୍କ ନିବେଦନ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ “କାରଣ ତୁମେ ପ୍ରାର୍ଥନା କରୁ ଅଛ ଓ ଯୀଶୁଙ୍କ ଆତ୍ମା ମୋତେ ସାହାଯ୍ୟ କରୁଅଛି.” # ଯୀଶୁଙ୍କର ଆତ୍ମା ଏହା ଏହିପରି ଅନୁବାଦ କରାଯାଇ ପାରେ “ପବିତ୍ର ଆତ୍ମା.”