Door43-Catalog_or_tn/PHP/01/18.md

23 lines
2.2 KiB
Markdown
Raw Normal View History

2018-01-11 01:51:28 +00:00
# କେତେ କ'ଣ
ପାଉଲ କହୁଥିଲେ ଏହା ଗୁରୁତ୍ଵପୂର୍ଣ ନୁହେଁ କାହିଁକି ସେମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିଲେ . ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋତେ ଫରକ ପଡେ ନାହିଁ.”
# କୌଣସି ପ୍ରକାର, ଦେଖାଣିୟାରେ କିମ୍ବା ସତ୍ୟରେ, ଖ୍ରୀଷ୍ଟ ପ୍ରଚାର ହେଉଛନ୍ତି
“ଯେତେ ପର୍ଯ୍ୟନ୍ତ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରନ୍ତି ଏହା ଫରକ ପଡ଼େ ନାହିଁ ଯଦି ସେମାନେ ଭଲ ଉଦ୍ଦେଶ୍ୟରେ କରନ୍ତି କି ଖରାପ ଉଦ୍ଦେଶ୍ୟରେ କରନ୍ତି.”
# ଓ ମୁଁ ତାହା ଆନନ୍ଦ କରେ
“ମୁଁ ଖୁସି ଅଟେ କି ମୁଁ ଯୀଶୁଙ୍କ ବିଷୟରେ ପ୍ରଚାର କରୁଅଛି”
# ହଁ ବାସ୍ତବରେ
“ନିଶ୍ଚୟ” କିମ୍ବା “ନିଶ୍ଚିତ ରୂପରେ.”
# ମୁଁ ଆନନ୍ଦ କରିବି
“ମୁଁ ପାଳନ କରିବି” କିମ୍ବା “ମୁଁ ଖୁସି କରିବି”
# ଏହା ମୋହର ଉଦ୍ଧାର କରିବା ପାଇଁ ନେତୃତ୍ଵ କରିବ
“ଈଶ୍ଵର ବନ୍ଦୀରୁ ମୁଁକ୍ତ କରିବେ”
# ତୁମ୍ଭମାନଙ୍କ ନିବେଦନ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ
“କାରଣ ତୁମେ ପ୍ରାର୍ଥନା କରୁ ଅଛ ଓ ଯୀଶୁଙ୍କ ଆତ୍ମା ମୋତେ ସାହାଯ୍ୟ କରୁଅଛି.”
# ଯୀଶୁଙ୍କର ଆତ୍ମା
ଏହା ଏହିପରି ଅନୁବାଦ କରାଯାଇ ପାରେ “ପବିତ୍ର ଆତ୍ମା.”