Door43-Catalog_or_tn/PHP/01/12.md

3.0 KiB

ବର୍ତ୍ତମାନ ମୁଁ ଚାହେଁ

ଏହି ଶବ୍ଦ“ବର୍ତ୍ତମାନ” ପତ୍ରର ଏକ ନୁଆ ଭାଗକୁ ଚିହ୍ନୀତ କରିବାକୁ ବ୍ୟବହାର କରଯାଇଅଛି.

ଯେଉଁ ବିଷୟ ମୋ ପ୍ରତି ଘଟିଲା

ପାଉଲ ତାଙ୍କ ବନ୍ଦୀତ୍ଵରେ ଥିବା ବିଷୟ କଥା କହୁଅଛନ୍ତି. ତୁମେ ଏକାହୁ ସ୍ପଷ୍ଟ କରିପାର: “ ମୁଁ ସେହି ବିଷୟ ଖ୍ରୀଷ୍ଟଙ୍କ ପ୍ରଚାର କରିବା ହେତୁ ମୁଁ କାରାଗାରରେ ନିଖେପ କରାଯାଇ ” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)

ସୁସମାଚାର ପ୍ରଚାର ପ୍ରଗତିର ଉନ୍ନତି ନିମନ୍ତେ .

“ଯେପରି ଅନେକ ଲୋକ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବେ.”

ଖ୍ରୀଷ୍ଟଙ୍କଠାରେ ମୋହର ବନ୍ଧନ

“କାରଣ ଖ୍ରୀଷ୍ଟ ଯୀଶୁଙ୍କ ସୁସମାଚାର ନିମନ୍ତେ ମୁଁ କାରାଗାରରେ ଥିଲି”

ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରସାଦର ସମୁଁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା

ସକ୍ରିୟ ଧାରାରେ ଏହିପରି ଅନୁବାଦ କରାଯାଇ ପାରେ:“ରାଜପ୍ରସାଦର ସୈନ୍ୟଦଳ ଜାଣନ୍ତି ମୁଁ କାହିଁକି ଏଠାରେ ଅଛି,ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ମୁଁ ଅନ୍ୟମାନଙ୍କୁ କହୁଥିବା ହେତୁ ଅଛି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)

ରାଜପ୍ରସାଦର ସୈନ୍ୟଦଳ

ଏହି ସୈନିକଦଳ ରୋମର ସମ୍ରାଟଙ୍କର ରକ୍ଷା ନିମନ୍ତେ ଥିଲେ.

ଓ ସମସ୍ତଙ୍କୁ ମଧ୍ୟ

“ରୋମୀୟ ବାସୀ ପ୍ରତ୍ୟେକ ଜାଣନ୍ତୁ ମୁଁ କାହିଁକି ଏହି ବନ୍ଧନରେ ଅଛି.”

ଏବଂ ବିଶେଷ ଭାବରେ ପ୍ରତ୍ୟେକ ଭାଇମାନେ …ଶବ୍ଦ କୁହ

“ଅନେକ ଭାଇମାନେ ମଧ୍ୟ ଈଶ୍ଵରଙ୍କର ବାକ୍ୟକୁ ଦୃଢ଼ ବିଶ୍ଵାସରେ ,ମୁଁ ବନ୍ଧନରେ ରହିଥିବା ହେତୁ ଦୃଢ଼ତାରେ ଓ ନିର୍ଭୟରେ କହିଥାନ୍ତି”.

ଅଧିକ ଦୃଢ଼ତାରେ ଓ ବିନା ଭୟରେ

“ସମ୍ପୂର୍ଣ ବିଶ୍ଵାସର ସହିତ ” (ଦେଖନ୍ତୁ: ନକଲ)