# ବର୍ତ୍ତମାନ ମୁଁ ଚାହେଁ ଏହି ଶବ୍ଦ“ବର୍ତ୍ତମାନ” ପତ୍ରର ଏକ ନୁଆ ଭାଗକୁ ଚିହ୍ନୀତ କରିବାକୁ ବ୍ୟବହାର କରଯାଇଅଛି. # ଯେଉଁ ବିଷୟ ମୋ ପ୍ରତି ଘଟିଲା ପାଉଲ ତାଙ୍କ ବନ୍ଦୀତ୍ଵରେ ଥିବା ବିଷୟ କଥା କହୁଅଛନ୍ତି. ତୁମେ ଏକାହୁ ସ୍ପଷ୍ଟ କରିପାର: “ ମୁଁ ସେହି ବିଷୟ ଖ୍ରୀଷ୍ଟଙ୍କ ପ୍ରଚାର କରିବା ହେତୁ ମୁଁ କାରାଗାରରେ ନିଖେପ କରାଯାଇ ” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ) # ସୁସମାଚାର ପ୍ରଚାର ପ୍ରଗତିର ଉନ୍ନତି ନିମନ୍ତେ . “ଯେପରି ଅନେକ ଲୋକ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବେ.” # ଖ୍ରୀଷ୍ଟଙ୍କଠାରେ ମୋହର ବନ୍ଧନ “କାରଣ ଖ୍ରୀଷ୍ଟ ଯୀଶୁଙ୍କ ସୁସମାଚାର ନିମନ୍ତେ ମୁଁ କାରାଗାରରେ ଥିଲି” # ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରସାଦର ସମୁଁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା ସକ୍ରିୟ ଧାରାରେ ଏହିପରି ଅନୁବାଦ କରାଯାଇ ପାରେ:“ରାଜପ୍ରସାଦର ସୈନ୍ୟଦଳ ଜାଣନ୍ତି ମୁଁ କାହିଁକି ଏଠାରେ ଅଛି,ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ମୁଁ ଅନ୍ୟମାନଙ୍କୁ କହୁଥିବା ହେତୁ ଅଛି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ) # ରାଜପ୍ରସାଦର ସୈନ୍ୟଦଳ ଏହି ସୈନିକଦଳ ରୋମର ସମ୍ରାଟଙ୍କର ରକ୍ଷା ନିମନ୍ତେ ଥିଲେ. # ଓ ସମସ୍ତଙ୍କୁ ମଧ୍ୟ “ରୋମୀୟ ବାସୀ ପ୍ରତ୍ୟେକ ଜାଣନ୍ତୁ ମୁଁ କାହିଁକି ଏହି ବନ୍ଧନରେ ଅଛି.” # ଏବଂ ବିଶେଷ ଭାବରେ ପ୍ରତ୍ୟେକ ଭାଇମାନେ …ଶବ୍ଦ କୁହ “ଅନେକ ଭାଇମାନେ ମଧ୍ୟ ଈଶ୍ଵରଙ୍କର ବାକ୍ୟକୁ ଦୃଢ଼ ବିଶ୍ଵାସରେ ,ମୁଁ ବନ୍ଧନରେ ରହିଥିବା ହେତୁ ଦୃଢ଼ତାରେ ଓ ନିର୍ଭୟରେ କହିଥାନ୍ତି”. # ଅଧିକ ଦୃଢ଼ତାରେ ଓ ବିନା ଭୟରେ “ସମ୍ପୂର୍ଣ ବିଶ୍ଵାସର ସହିତ ” (ଦେଖନ୍ତୁ: ନକଲ)