Door43-Catalog_or_tn/PHP/01/12.md

26 lines
3.0 KiB
Markdown
Raw Normal View History

2018-01-11 01:51:28 +00:00
# ବର୍ତ୍ତମାନ ମୁଁ ଚାହେଁ
ଏହି ଶବ୍ଦ“ବର୍ତ୍ତମାନ” ପତ୍ରର ଏକ ନୁଆ ଭାଗକୁ ଚିହ୍ନୀତ କରିବାକୁ ବ୍ୟବହାର କରଯାଇଅଛି.
# ଯେଉଁ ବିଷୟ ମୋ ପ୍ରତି ଘଟିଲା
ପାଉଲ ତାଙ୍କ ବନ୍ଦୀତ୍ଵରେ ଥିବା ବିଷୟ କଥା କହୁଅଛନ୍ତି. ତୁମେ ଏକାହୁ ସ୍ପଷ୍ଟ କରିପାର: “ ମୁଁ ସେହି ବିଷୟ ଖ୍ରୀଷ୍ଟଙ୍କ ପ୍ରଚାର କରିବା ହେତୁ ମୁଁ କାରାଗାରରେ ନିଖେପ କରାଯାଇ ” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)
# ସୁସମାଚାର ପ୍ରଚାର ପ୍ରଗତିର ଉନ୍ନତି ନିମନ୍ତେ .
“ଯେପରି ଅନେକ ଲୋକ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବେ.”
# ଖ୍ରୀଷ୍ଟଙ୍କଠାରେ ମୋହର ବନ୍ଧନ
“କାରଣ ଖ୍ରୀଷ୍ଟ ଯୀଶୁଙ୍କ ସୁସମାଚାର ନିମନ୍ତେ ମୁଁ କାରାଗାରରେ ଥିଲି”
# ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରସାଦର ସମୁଁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା
ସକ୍ରିୟ ଧାରାରେ ଏହିପରି ଅନୁବାଦ କରାଯାଇ ପାରେ:“ରାଜପ୍ରସାଦର ସୈନ୍ୟଦଳ ଜାଣନ୍ତି ମୁଁ କାହିଁକି ଏଠାରେ ଅଛି,ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ମୁଁ ଅନ୍ୟମାନଙ୍କୁ କହୁଥିବା ହେତୁ ଅଛି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)
# ରାଜପ୍ରସାଦର ସୈନ୍ୟଦଳ
ଏହି ସୈନିକଦଳ ରୋମର ସମ୍ରାଟଙ୍କର ରକ୍ଷା ନିମନ୍ତେ ଥିଲେ.
# ଓ ସମସ୍ତଙ୍କୁ ମଧ୍ୟ
“ରୋମୀୟ ବାସୀ ପ୍ରତ୍ୟେକ ଜାଣନ୍ତୁ ମୁଁ କାହିଁକି ଏହି ବନ୍ଧନରେ ଅଛି.”
# ଏବଂ ବିଶେଷ ଭାବରେ ପ୍ରତ୍ୟେକ ଭାଇମାନେ …ଶବ୍ଦ କୁହ
“ଅନେକ ଭାଇମାନେ ମଧ୍ୟ ଈଶ୍ଵରଙ୍କର ବାକ୍ୟକୁ ଦୃଢ଼ ବିଶ୍ଵାସରେ ,ମୁଁ ବନ୍ଧନରେ ରହିଥିବା ହେତୁ ଦୃଢ଼ତାରେ ଓ ନିର୍ଭୟରେ କହିଥାନ୍ତି”.
# ଅଧିକ ଦୃଢ଼ତାରେ ଓ ବିନା ଭୟରେ
“ସମ୍ପୂର୍ଣ ବିଶ୍ଵାସର ସହିତ ” (ଦେଖନ୍ତୁ: ନକଲ)