Door43-Catalog_or_tn/PHP/01/07.md

1.5 KiB

ଏହା ମୋ ନିମନ୍ତେ ଉପଯୁକ୍ତ ଅଟେ

“ଏହା ମୋ ପାଇଁ ସଠିକ ଅଟେ” କିମ୍ବା “ଏହା ମୋ ନିମନ୍ତେ ଭଲ ଅଟେ”

ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି

ଏହି ବାକ୍ୟକୁଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ତୁମକୁ ଆହୁରି ପ୍ରେମ କରୁ ଅଛି.” (ଦେଖନ୍ତୁ:ରୁଢ଼ି)

ମୋହର ସହଭାଗି ଅନୁଗ୍ରହରେ

“ଅନୁଗ୍ରହରେ ମୋହର ସହଭାଗି” କିମ୍ବା “ମୋହର ସହ ଅନୁଗ୍ରହରେ ଭାଗିଦାରି”

ଈଶ୍ୱର ମୋହର ସାକ୍ଷୀ

“ଈଶ୍ୱର ଜାଣନ୍ତି” କିମ୍ଵା “ଈଶ୍ୱର ବୁଝନ୍ତି”

ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ

ଏହି ବାକ୍ୟଂଶ “ସ୍ନେହପୂର୍ଣ୍ଣ କରୁଣାରେ” ଆମର ଭାବ ପ୍ରବଣତା ଯେଉଁ ସ୍ଥାନରୁ ଆସିଥାଏ ଏହି ରୁଢ଼ି ତାହାକୁ ଦର୍ଶାଏ . ଏହା ଏହିପରି ଅନୁବାଦ କରାଯାଇ ପାରେ “ସମସ୍ତ ପ୍ରେମରେ ଖ୍ରୀଷ୍ଟ ଯୀଶୁ ମୋତେ ଦେଇ ଅଛନ୍ତି.” (ଦେଖନ୍ତୁ:ରୁଢ଼ି)