# ଏହା ମୋ ନିମନ୍ତେ ଉପଯୁକ୍ତ ଅଟେ “ଏହା ମୋ ପାଇଁ ସଠିକ ଅଟେ” କିମ୍ବା “ଏହା ମୋ ନିମନ୍ତେ ଭଲ ଅଟେ” # ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି ଏହି ବାକ୍ୟକୁଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ତୁମକୁ ଆହୁରି ପ୍ରେମ କରୁ ଅଛି.” (ଦେଖନ୍ତୁ:ରୁଢ଼ି) # ମୋହର ସହଭାଗି ଅନୁଗ୍ରହରେ “ଅନୁଗ୍ରହରେ ମୋହର ସହଭାଗି” କିମ୍ବା “ମୋହର ସହ ଅନୁଗ୍ରହରେ ଭାଗିଦାରି” # ଈଶ୍ୱର ମୋହର ସାକ୍ଷୀ “ଈଶ୍ୱର ଜାଣନ୍ତି” କିମ୍ଵା “ଈଶ୍ୱର ବୁଝନ୍ତି” # ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ଏହି ବାକ୍ୟଂଶ “ସ୍ନେହପୂର୍ଣ୍ଣ କରୁଣାରେ” ଆମର ଭାବ ପ୍ରବଣତା ଯେଉଁ ସ୍ଥାନରୁ ଆସିଥାଏ ଏହି ରୁଢ଼ି ତାହାକୁ ଦର୍ଶାଏ . ଏହା ଏହିପରି ଅନୁବାଦ କରାଯାଇ ପାରେ “ସମସ୍ତ ପ୍ରେମରେ ଖ୍ରୀଷ୍ଟ ଯୀଶୁ ମୋତେ ଦେଇ ଅଛନ୍ତି.” (ଦେଖନ୍ତୁ:ରୁଢ଼ି)