Door43-Catalog_or_tn/PHP/01/07.md

15 lines
1.5 KiB
Markdown
Raw Normal View History

2018-01-11 01:51:28 +00:00
# ଏହା ମୋ ନିମନ୍ତେ ଉପଯୁକ୍ତ ଅଟେ
“ଏହା ମୋ ପାଇଁ ସଠିକ ଅଟେ” କିମ୍ବା “ଏହା ମୋ ନିମନ୍ତେ ଭଲ ଅଟେ”
# ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି
ଏହି ବାକ୍ୟକୁଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ତୁମକୁ ଆହୁରି ପ୍ରେମ କରୁ ଅଛି.”
(ଦେଖନ୍ତୁ:ରୁଢ଼ି)
# ମୋହର ସହଭାଗି ଅନୁଗ୍ରହରେ
“ଅନୁଗ୍ରହରେ ମୋହର ସହଭାଗି” କିମ୍ବା “ମୋହର ସହ ଅନୁଗ୍ରହରେ ଭାଗିଦାରି”
# ଈଶ୍ୱର ମୋହର ସାକ୍ଷୀ
“ଈଶ୍ୱର ଜାଣନ୍ତି” କିମ୍ଵା “ଈଶ୍ୱର ବୁଝନ୍ତି”
# ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ
ଏହି ବାକ୍ୟଂଶ “ସ୍ନେହପୂର୍ଣ୍ଣ କରୁଣାରେ” ଆମର ଭାବ ପ୍ରବଣତା ଯେଉଁ ସ୍ଥାନରୁ ଆସିଥାଏ ଏହି ରୁଢ଼ି ତାହାକୁ ଦର୍ଶାଏ . ଏହା ଏହିପରି ଅନୁବାଦ କରାଯାଇ ପାରେ “ସମସ୍ତ ପ୍ରେମରେ ଖ୍ରୀଷ୍ଟ ଯୀଶୁ ମୋତେ ଦେଇ ଅଛନ୍ତି.” (ଦେଖନ୍ତୁ:ରୁଢ଼ି)