Door43-Catalog_or_tn/PHP/01/03.md

1.4 KiB

ମୁଁ ଧନ୍ୟବାଦ ଦିଏ…ମୁଁ ପ୍ରାର୍ଥନା କରେ…ମୁଁ ଧନ୍ୟବାଦ ଦିଏ

ଏହି ଶବ୍ଦ “ମୁଁ” ପାଉଲଙ୍କୁ ଦର୍ଶାଉଛି | (ଦେଖନ୍ତୁ ଇଂରାଜୀ ଏକବାଚ ଉଚାରଣ )

ତୁମେ

ଏହି ଶବ୍ଦ “ତୁମେ ”ଫିଲିପ୍‌ପୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ . (ଦେଖନ୍ତୁ: ତୁମର ରୂପ)

ମୁଁ ଧନ୍ୟବାଦ ଦିଏ ସୁସମାଚାରର ସହଭାଗିତା ନିମନ୍ତେ

ପାଉଲ ଇଶ୍ଵରଙ୍କୁ ଧନ୍ୟବାଦ ବ୍ୟକ୍ତ କରୁଛନ୍ତି କି ଫିଲିପ୍‌ପୀୟ ମାନେ ମଧ୍ୟ ତାହାଙ୍କପରି ସୁସମାଚାର ପ୍ରଚାର କରୁଥିଲେ | “ ମୁଁ ଇଶ୍ଵରଙ୍କୁ ଧନ୍ୟବାଦ ଦିଏ ଯେ, ତୁମେମାନେ ସୁସମାଚାର ଘୋଷଣା କରୁଅଛ ”

ମୋହର ବିଶ୍ଵାସ ଅଛି

“ମୁଁ ନିଶ୍ଚିତ”

ସେ ଯେ ଆରମ୍ଭ କଲେ

“ଈଶ୍ଵର ଯେ ଆରମ୍ଭ କଲେ” କିମ୍ବା “ଈଶ୍ଵର ଆରମ୍ଭ କଲେ”

ଏହା ପୁରା ହେବ

“ଏହା ପୁରା ହେବା ପାଇଁ ଲାଗୀ ରହିବ”