# ମୁଁ ଧନ୍ୟବାଦ ଦିଏ…ମୁଁ ପ୍ରାର୍ଥନା କରେ…ମୁଁ ଧନ୍ୟବାଦ ଦିଏ ଏହି ଶବ୍ଦ “ମୁଁ” ପାଉଲଙ୍କୁ ଦର୍ଶାଉଛି | (ଦେଖନ୍ତୁ ଇଂରାଜୀ ଏକବାଚ ଉଚାରଣ ) # ତୁମେ ଏହି ଶବ୍ଦ “ତୁମେ ”ଫିଲିପ୍‌ପୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ . (ଦେଖନ୍ତୁ: ତୁମର ରୂପ) # ମୁଁ ଧନ୍ୟବାଦ ଦିଏ ସୁସମାଚାରର ସହଭାଗିତା ନିମନ୍ତେ ପାଉଲ ଇଶ୍ଵରଙ୍କୁ ଧନ୍ୟବାଦ ବ୍ୟକ୍ତ କରୁଛନ୍ତି କି ଫିଲିପ୍‌ପୀୟ ମାନେ ମଧ୍ୟ ତାହାଙ୍କପରି ସୁସମାଚାର ପ୍ରଚାର କରୁଥିଲେ | “ ମୁଁ ଇଶ୍ଵରଙ୍କୁ ଧନ୍ୟବାଦ ଦିଏ ଯେ, ତୁମେମାନେ ସୁସମାଚାର ଘୋଷଣା କରୁଅଛ ” # ମୋହର ବିଶ୍ଵାସ ଅଛି “ମୁଁ ନିଶ୍ଚିତ” # ସେ ଯେ ଆରମ୍ଭ କଲେ “ଈଶ୍ଵର ଯେ ଆରମ୍ଭ କଲେ” କିମ୍ବା “ଈଶ୍ଵର ଆରମ୍ଭ କଲେ” # ଏହା ପୁରା ହେବ “ଏହା ପୁରା ହେବା ପାଇଁ ଲାଗୀ ରହିବ”