Door43-Catalog_or_tn/PHP/01/03.md

17 lines
1.4 KiB
Markdown
Raw Normal View History

2018-01-11 01:51:28 +00:00
# ମୁଁ ଧନ୍ୟବାଦ ଦିଏ…ମୁଁ ପ୍ରାର୍ଥନା କରେ…ମୁଁ ଧନ୍ୟବାଦ ଦିଏ
ଏହି ଶବ୍ଦ “ମୁଁ” ପାଉଲଙ୍କୁ ଦର୍ଶାଉଛି | (ଦେଖନ୍ତୁ ଇଂରାଜୀ ଏକବାଚ ଉଚାରଣ )
# ତୁମେ
ଏହି ଶବ୍ଦ “ତୁମେ ”ଫିଲିପ୍‌ପୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ . (ଦେଖନ୍ତୁ: ତୁମର ରୂପ)
# ମୁଁ ଧନ୍ୟବାଦ ଦିଏ ସୁସମାଚାରର ସହଭାଗିତା ନିମନ୍ତେ
ପାଉଲ ଇଶ୍ଵରଙ୍କୁ ଧନ୍ୟବାଦ ବ୍ୟକ୍ତ କରୁଛନ୍ତି କି ଫିଲିପ୍‌ପୀୟ ମାନେ ମଧ୍ୟ ତାହାଙ୍କପରି ସୁସମାଚାର ପ୍ରଚାର କରୁଥିଲେ | “ ମୁଁ ଇଶ୍ଵରଙ୍କୁ ଧନ୍ୟବାଦ ଦିଏ ଯେ, ତୁମେମାନେ ସୁସମାଚାର ଘୋଷଣା କରୁଅଛ ”
# ମୋହର ବିଶ୍ଵାସ ଅଛି
“ମୁଁ ନିଶ୍ଚିତ”
# ସେ ଯେ ଆରମ୍ଭ କଲେ
“ଈଶ୍ଵର ଯେ ଆରମ୍ଭ କଲେ” କିମ୍ବା “ଈଶ୍ଵର ଆରମ୍ଭ କଲେ”
# ଏହା ପୁରା ହେବ
“ଏହା ପୁରା ହେବା ପାଇଁ ଲାଗୀ ରହିବ”