Door43-Catalog_or_tn/PHM/01/23.md

2.3 KiB

ଏପାଫ୍ରା,…ମାର୍କ, ଆରିସ୍ତାର୍ଖ, ଦିମା, ଲୁକ

ଏହି ବ୍ୟକ୍ତିଙ୍କର ନାମ ଗୁଡିକ. (ଦେଖନ୍ତୁ: ନାମ ଗୁଡିକ କିପରି ତର୍ଜମା କରିବା)

ମୋର ସହ ବନ୍ଦୀଗଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ

“ଯେ ମୋ ସହିତ ବନ୍ଦୀରେ ଅଛି କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରୁ ଅଛନ୍ତି”

ତୁମ୍ଭକୁ ସମ୍ବୋଧନ କରେ

ଏହି ଶବ୍ଦ “ତୁମ୍ଭେ” ଫିଲୀମୋନକୁ ଏହା ଦର୍ଶାଏ. (ଦେଖନ୍ତୁ: ତୁମ୍ଭର ରୂପ)

ଓ ମାର୍କ, ଆରିସ୍ତାର୍ଖ, ଦୀମା, ଲୂକ, ମୋର ସହକର୍ମୀ ଅଟନ୍ତି.

ଏହାର ଅର୍ଥ “ଏବଂ ସହକର୍ମୀ ଗୁଡିକ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ମଧ୍ୟ ସମ୍ବୋଧନ କରନ୍ତି.”

ମୋ ସହ କର୍ମୀଗଣ

ଏହା ଏହିପରି ତର୍ଜମା କରାଯାଇ ପାରେ “ଲୋକମାନେ ଯେଉଁମାନେ ମୋ' ସହିତ କାର୍ଯ୍ୟ କରେ” କିମ୍ବା “ମୋ' ସହିତ ସର୍ବଦା କାର୍ଯ୍ୟ କରନ୍ତି.”

ଆମ୍ଭର ପ୍ରଭୁ ଯୀଶୁ .

ଏହା ଏହିପରି ତର୍ଜମା କରାଯାଇ ପାରେ “ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ଦୟା ଆତ୍ମାଙ୍କ ସହବର୍ତ୍ତି ହେଉ .”

ତୁମ୍ଭର ଆତ୍ମା

ଏହି ଶବ୍ଦ “ତୁମ୍ଭର” ଏଠାରେ ଫିଲୀମୋନକୁ ଏହା ଦର୍ଶାଏ ପ୍ରତ୍ୟେକ ଜଣ ଯେଉଁ ମାନେ ତାହାଙ୍କ ଗୃହରେ ଦେଖା ହେଲେ.ଏହି ଶବ୍ଦ “ଆତ୍ମା”ସମ୍ପୂର୍ଣ ବ୍ୟକ୍ତିକୁ ଦର୍ଶାଏ; ଏହି ବାକ୍ୟ ଏହା ଏହିପରି ତର୍ଜମା କରାଯାଇ ପାରେ “ତୁମ୍ଭେ.” (ଦେଖନ୍ତୁ: ଲକ୍ଷଣାଳଙ୍କାର ତୁମ୍ଭର ଏକ ରୁପ)