Door43-Catalog_or_tn/PHM/01/23.md

23 lines
2.3 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଏପାଫ୍ରା,…ମାର୍କ, ଆରିସ୍ତାର୍ଖ, ଦିମା, ଲୁକ
ଏହି ବ୍ୟକ୍ତିଙ୍କର ନାମ ଗୁଡିକ. (ଦେଖନ୍ତୁ: ନାମ ଗୁଡିକ କିପରି ତର୍ଜମା କରିବା)
# ମୋର ସହ ବନ୍ଦୀଗଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ
“ଯେ ମୋ ସହିତ ବନ୍ଦୀରେ ଅଛି କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରୁ ଅଛନ୍ତି”
# ତୁମ୍ଭକୁ ସମ୍ବୋଧନ କରେ
ଏହି ଶବ୍ଦ “ତୁମ୍ଭେ” ଫିଲୀମୋନକୁ ଏହା ଦର୍ଶାଏ. (ଦେଖନ୍ତୁ: ତୁମ୍ଭର ରୂପ)
# ଓ ମାର୍କ, ଆରିସ୍ତାର୍ଖ, ଦୀମା, ଲୂକ, ମୋର ସହକର୍ମୀ ଅଟନ୍ତି.
ଏହାର ଅର୍ଥ “ଏବଂ
ସହକର୍ମୀ ଗୁଡିକ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ମଧ୍ୟ ସମ୍ବୋଧନ କରନ୍ତି.”
# ମୋ ସହ କର୍ମୀଗଣ
ଏହା ଏହିପରି ତର୍ଜମା କରାଯାଇ ପାରେ “ଲୋକମାନେ ଯେଉଁମାନେ ମୋ' ସହିତ କାର୍ଯ୍ୟ କରେ” କିମ୍ବା “ମୋ' ସହିତ ସର୍ବଦା କାର୍ଯ୍ୟ କରନ୍ତି.”
# ଆମ୍ଭର ପ୍ରଭୁ ଯୀଶୁ .
ଏହା ଏହିପରି ତର୍ଜମା କରାଯାଇ ପାରେ
“ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ଦୟା ଆତ୍ମାଙ୍କ ସହବର୍ତ୍ତି ହେଉ .”
# ତୁମ୍ଭର ଆତ୍ମା
ଏହି ଶବ୍ଦ “ତୁମ୍ଭର” ଏଠାରେ ଫିଲୀମୋନକୁ ଏହା ଦର୍ଶାଏ ପ୍ରତ୍ୟେକ ଜଣ ଯେଉଁ ମାନେ ତାହାଙ୍କ ଗୃହରେ ଦେଖା ହେଲେ.ଏହି ଶବ୍ଦ “ଆତ୍ମା”ସମ୍ପୂର୍ଣ ବ୍ୟକ୍ତିକୁ ଦର୍ଶାଏ; ଏହି ବାକ୍ୟ ଏହା ଏହିପରି ତର୍ଜମା କରାଯାଇ ପାରେ “ତୁମ୍ଭେ.” (ଦେଖନ୍ତୁ: ଲକ୍ଷଣାଳଙ୍କାର
ତୁମ୍ଭର ଏକ ରୁପ)