# ଏପାଫ୍ରା,…ମାର୍କ, ଆରିସ୍ତାର୍ଖ, ଦିମା, ଲୁକ ଏହି ବ୍ୟକ୍ତିଙ୍କର ନାମ ଗୁଡିକ. (ଦେଖନ୍ତୁ: ନାମ ଗୁଡିକ କିପରି ତର୍ଜମା କରିବା) # ମୋର ସହ ବନ୍ଦୀଗଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ “ଯେ ମୋ ସହିତ ବନ୍ଦୀରେ ଅଛି କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରୁ ଅଛନ୍ତି” # ତୁମ୍ଭକୁ ସମ୍ବୋଧନ କରେ ଏହି ଶବ୍ଦ “ତୁମ୍ଭେ” ଫିଲୀମୋନକୁ ଏହା ଦର୍ଶାଏ. (ଦେଖନ୍ତୁ: ତୁମ୍ଭର ରୂପ) # ଓ ମାର୍କ, ଆରିସ୍ତାର୍ଖ, ଦୀମା, ଲୂକ, ମୋର ସହକର୍ମୀ ଅଟନ୍ତି. ଏହାର ଅର୍ଥ “ଏବଂ ସହକର୍ମୀ ଗୁଡିକ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ମଧ୍ୟ ସମ୍ବୋଧନ କରନ୍ତି.” # ମୋ ସହ କର୍ମୀଗଣ ଏହା ଏହିପରି ତର୍ଜମା କରାଯାଇ ପାରେ “ଲୋକମାନେ ଯେଉଁମାନେ ମୋ' ସହିତ କାର୍ଯ୍ୟ କରେ” କିମ୍ବା “ମୋ' ସହିତ ସର୍ବଦା କାର୍ଯ୍ୟ କରନ୍ତି.” # ଆମ୍ଭର ପ୍ରଭୁ ଯୀଶୁ . ଏହା ଏହିପରି ତର୍ଜମା କରାଯାଇ ପାରେ “ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ଦୟା ଆତ୍ମାଙ୍କ ସହବର୍ତ୍ତି ହେଉ .” # ତୁମ୍ଭର ଆତ୍ମା ଏହି ଶବ୍ଦ “ତୁମ୍ଭର” ଏଠାରେ ଫିଲୀମୋନକୁ ଏହା ଦର୍ଶାଏ ପ୍ରତ୍ୟେକ ଜଣ ଯେଉଁ ମାନେ ତାହାଙ୍କ ଗୃହରେ ଦେଖା ହେଲେ.ଏହି ଶବ୍ଦ “ଆତ୍ମା”ସମ୍ପୂର୍ଣ ବ୍ୟକ୍ତିକୁ ଦର୍ଶାଏ; ଏହି ବାକ୍ୟ ଏହା ଏହିପରି ତର୍ଜମା କରାଯାଇ ପାରେ “ତୁମ୍ଭେ.” (ଦେଖନ୍ତୁ: ଲକ୍ଷଣାଳଙ୍କାର ତୁମ୍ଭର ଏକ ରୁପ)